ଦୁର୍ନୀତିଖୋର ଇଞ୍ଜିନିୟର ବାବୁ

କାହିଁକି_ଦୁର୍ନୀତିଖୋର_ଇଞ୍ଜିନିୟର_ବାବୁ? ସରକାରୀ ବାବୁମାନଙ୍କ ପାପ ସାମ୍ରାଜ୍ୟକୁ ନେଇ ଏବେ ସବୁଠି ଚିନ୍ତା। ବିଶେଷ କରି ଇଞ୍ଜିନିୟରଙ୍କ କଳା ସମ୍ପତ୍ତିର ଚିଠାକୁ ନେଇ ବଢୁଛି ଉଦବେଗ। ଗତକାଲି RWD ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଘରେ ଦେଖିଥିଲେ ଟଙ୍କା ଖଣି। ଆଉ ଆଜି ତାଜୁବ କରିଛି ବ୍ରହ୍ମପୁର R&B ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ.ଦିଲ୍ଲୀପ ଚୌଧୁରୀଙ୍କ ଅମାପ ସମ୍ପତ୍ତି। ପୂର୍ବରୁ ବି ଏମିତି ମାଳ ମାଳ ଧଳାହାତୀଙ୍କ କଳା ସମ୍ପତ୍ତିର ଗୁମର ଖୋଲିଛି ଭିଜିଲାନ୍ସ। ହେଲେ କାହିଁକି ଏତେ ଦୁର୍ନୀତିଗ୍ରସ୍ତ ଇଞ୍ଜିନିୟର ? ତାକୁ ନେଇ ନାନା ଚର୍ଚ୍ଚା।

ଦୁର୍ନୀତିଖୋର ଇଞ୍ଜିନିୟର ବାବୁ
Array