ଦୁଷ୍କର୍ମ ରେସରେ ଆଗରେ BJD-କଂଗ୍ରେସ: BJP

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ବିଜେଡି କର୍ପୋରେଟର ଅମରେଶ ଜେନା ଓରଫ ବାୟାଁ। ସେହିଭଳି କିଛିଦିନ ତଳେ କଂଗ୍ରସର ଛାତ୍ର ସଭାପତି ଉଦିତ୍ ପ୍ରଧାନ ଦୁଷ୍କର୍ମ। BJP ଦାବି ଦୁଷ୍କର୍ମ ରେସ୍ ଆଗରେ ଅଛନ୍ତି BJD ଓ କଂଗ୍ରେସ।

ଦୁଷ୍କର୍ମ ରେସରେ ଆଗରେ BJD-କଂଗ୍ରେସ: BJP
Array