Cyber Fraud In Odisha: ସାଇବର ଫ୍ରଡ୍‌ର ଶିକାର ହେଲେ ଡାକ୍ତର; ଚୂନ ଲଗାଇଲେ ୭୫ ହଜାର ଟଙ୍କା

ଠକେଇର ଶିକାର ହେଲେ ଡାକ୍ତର ଶ୍ରୀମାଧବ ସେଠୀ । ଡାକ୍ତରଙ୍କୁ ୭୫ ହଜାର ଟଙ୍କାର ଚୂନ ଲଗାଇଲେ ସାଇବର ଫ୍ରଡ। 

Array