ନତାଶାଙ୍କ ହାତରେ ଘର ଭଳି ବ୍ୟାଗ୍; ହୋସ୍ ଉଡେଇ ଦେବ ଏହାର ମୂଲ୍ୟ

ଭାରତର କିମ୍ବଦନ୍ତୀ 'ଭ୍ୟାକ୍ସିନ୍ ମ୍ୟାନ୍' ଭାବରେ ପ୍ରସିଦ୍ଧ ଆଧାର ପୁନାୱାଲାଙ୍କ ପତ୍ନୀ ନତାଶା ପୁନାୱାଲାଙ୍କୁ କିଏ ନା ନ ଜାଣେ? ନତାଶା ତାଙ୍କ ଷ୍ଟାଇଲିସ୍ ଲୁକ୍ ଏବଂ ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ସବୁବେଳେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ଯେତେବେଳେ ବି ସେ ତାଙ୍କର କୌଣସି ଫଟୋ ପୋଷ୍ଟ କରନ୍ତି, ଲୋକମାନେ ପାଗଳ ହୋଇଯାଆନ୍ତି। ନତାଶା ୬୬୦ କୋଟି ଟଙ୍କାର ମାଲିକାଣୀ ଅଟନ୍ତି।