ଦେଖନ୍ତୁ ଭିଡ଼ିଓ; କଳାମେଘ ଦେଖି ନାଚେ ମୟୂର
ସମାଜ ଡିଜିଟାଲ ଡେସ୍କ: କଳାମେଘ ଦେଖି ନାଚେ ମୟୂର। ଆକାଶରେ ମେଘ ଘୋଟି ଆସିବାରୁ ମୟୂରଟି ନିଜର ପୁଚ୍ଛ ଖୋଲି ନାଚିବାରେ ଲାଗିଛି। ମୟୂରର ଏହି ସୁନ୍ଦର ନୃତ୍ୟକୁ ଦେଖି ସଭିଏଁ ଉପଭୋଗ କରୁଛନ୍ତି। ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଛି। now thats showing off ???? pic.twitter.com/T7nK6iRftt — Nature is Amazing ☘️ (@AMAZlNGNATURE) September 3, 2024

ସମାଜ ଡିଜିଟାଲ ଡେସ୍କ: କଳାମେଘ ଦେଖି ନାଚେ ମୟୂର। ଆକାଶରେ ମେଘ ଘୋଟି ଆସିବାରୁ ମୟୂରଟି ନିଜର ପୁଚ୍ଛ ଖୋଲି ନାଚିବାରେ ଲାଗିଛି। ମୟୂରର ଏହି ସୁନ୍ଦର ନୃତ୍ୟକୁ ଦେଖି ସଭିଏଁ ଉପଭୋଗ କରୁଛନ୍ତି। ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଛି।
now thats showing off
pic.twitter.com/T7nK6iRftt
— Nature is Amazing
(@AMAZlNGNATURE) September 3, 2024
(@AMAZlNGNATURE)