ସାଇଡ ମରା କୁ କେନ୍ଦ୍ର କରି ମାର ପିଟ।
ହାଟଡିହି ଶୁକ୍ରବାର ଦିନ ଭଦ୍ରକ ଜିଲ୍ଲାର କିଛି ଯୁବକ ହଦଗଡ଼ ବୁଲିବାକୁ ଆସିଥିଲେ। ହାଟଡିହି ଅଞ୍ଚଳ ରୁ କିଛି ଯୁବକ ମଧ୍ୟ ସେଠାକୁ ଯାଇ ଥିଲେ। ହେଲେ ଉଭୟ ଫେରିବା ବେଳ ସାଇଡ ମରା କୁ ନେଇ ଛେନାପଦୀ ଛକ ନିକଟରେ ପ୍ରବଳ ମାର ପିଟ୍ ଲାଗିଥିଲେ ଏଥିରେ ଭଦ୍ରକ ଜିଲ୍ଲାର ପାଞ୍ଚ ରୁ ଅଧିକ ପିଲା ଙ୍କୁ ମାଡ ହୋଇ ଥିବା ଘଟଣା ସ୍ଥଳରେ ଥିବା ସ୍ଥାନୀୟ ଲୋକେ ସୂଚନା ଦେଇଥିଲେ। ଏଥିରେ ହାଟଡିହି ଅଞ୍ଚଳ […] The post ସାଇଡ ମରା କୁ କେନ୍ଦ୍ର କରି ମାର ପିଟ। appeared first on Odisha.News.

ହାଟଡିହି ଶୁକ୍ରବାର ଦିନ ଭଦ୍ରକ ଜିଲ୍ଲାର କିଛି ଯୁବକ ହଦଗଡ଼ ବୁଲିବାକୁ ଆସିଥିଲେ। ହାଟଡିହି ଅଞ୍ଚଳ ରୁ କିଛି ଯୁବକ ମଧ୍ୟ ସେଠାକୁ ଯାଇ ଥିଲେ। ହେଲେ ଉଭୟ ଫେରିବା ବେଳ ସାଇଡ ମରା କୁ ନେଇ ଛେନାପଦୀ ଛକ ନିକଟରେ ପ୍ରବଳ ମାର ପିଟ୍ ଲାଗିଥିଲେ ଏଥିରେ ଭଦ୍ରକ ଜିଲ୍ଲାର ପାଞ୍ଚ ରୁ ଅଧିକ ପିଲା ଙ୍କୁ ମାଡ ହୋଇ ଥିବା ଘଟଣା ସ୍ଥଳରେ ଥିବା ସ୍ଥାନୀୟ ଲୋକେ ସୂଚନା ଦେଇଥିଲେ। ଏଥିରେ ହାଟଡିହି ଅଞ୍ଚଳ ର ଯୁବକ ମାନଙ୍କୁ ନନ୍ଦିପଦା ପୋଲିସ ଥାନା କୁ ନେଇ ଅଟକ ରଖି ଘଟଣା ସମ୍ପର୍କ ରେ ସବିଶେଷ ପଚାରି ଥିବା ଜଣା ପଡିଛି। ଉଭୟ ଙ୍କ ପକ୍ଷରୁ କିଛି ଆହତ ହୋଇଥିବା ସୂଚନା ମିଳିଛି।
The post ସାଇଡ ମରା କୁ କେନ୍ଦ୍ର କରି ମାର ପିଟ। appeared first on Odisha.News.