ଦେଖୁଥିଲେ ପାଣି, ଟାଣି ନେଲା ଯମ

କିଏ ସେଲ୍ଫି ନେଉଥିଲା ତ ଆଉ କିଏ ରିଲ୍ସ ଭିଡିଓ କରିବାରେ ଥିଲେ ବ୍ୟସ୍ତ। ସେହିପରି ଆଉ କିଏ ମଜି ଯାଇଥିଲେ କଥାବାର୍ତ୍ତାରେ। ଠିକ୍‌ ଏତିକି ବେଳେ ହଠାତ୍‌ ଶୁଭିଥିଲା ଚିତ୍କାର ଆଉ କାନ୍ଦ ବୋବାଳି।

ଦେଖୁଥିଲେ ପାଣି, ଟାଣି ନେଲା ଯମ
Array