ଦେଢଶୂର ସାଙ୍ଗେ ପ୍ରେମ

ରାତିର ଅନ୍ଧକାରରେ ଘର ପଛପଟେ ଚାଲିଥିଲା ଗୁପ୍ତ ସମ୍ପର୍କ ।

ଦେଢଶୂର ସାଙ୍ଗେ ପ୍ରେମ

ହିସାବରେ ଦେଢଶୂର ଭାଇବୋହୂ । ଛୁଇଁବା ତ ଦୂରର କଥା, କେହି କାହା ମୁହଁକୁ ଚାହିଁବା କଥା ନୁହେଁ। ହେଲେ ଏଠି କିନ୍ତୁ ସଂଧ୍ୟାର ଝାପସା ଅନ୍ଧାରରେ ଭାଇବୋହୁ ଦେହରେ ହଜିଯାଇଥିଲେ ଦେଢଶୁର। ତାପୁଣି ଘରର ଚାରିକାନ୍ଥ ନୁହେଁ ସିଧା ଖୋଲା ଆକାଶର ମେଲା ପଡିଆରେ। ସୁଲୁସୁଲିଆ ପବନରେ ଘର ପଛପଟେ ଚାଲିଥିଲା ଆଖିବୁଝା ଚୋରା ପୀରତି। ଦେହର ଭୋକ ଆଗରେ ଉଭୟ ଭୁଲି ଯାଇଥିଲେ ସମ୍ପର୍କ। ଥରେ କି ଦୁଇ ଥର ନୁହେଁ ବାରମ୍ବାର ଏମିତି ରୀତିମତ ଚାଲେ ଦେଢଶୂରଙ୍କ ଅନ୍ଧାରୀ ବିଜେ। ଠିକ ଏତିକି ବେଳେ ସେହି ବାଟ ଦେଇ ଯାଉଥିବା ବୃଦ୍ଧାଙ୍କ ନଜରରେ ପଡିଗଲେ ଉଭୟ । ଦେଖନ୍ତୁ ପୂରା ରିପୋର୍ଟ।