ଦେବୀ ମୁହାଣରେ ଘଟିଲା ଅଘଟଣ, ଫସିଛନ୍ତି ୧୪ ଟ୍ରଲର କର୍ମଚାରୀ

କାକଟପୁର: ସମୁଦ୍ରକୁ ମାଛ ମାରିବାକୁ ଯାଇ ଫେରିବା ସମୟରେ ଘଟିଲା ଅଘଟଣ । ପ୍ରତିକୂଳ ପାଗ ପାଇଁ ଫେରିବା ବେଳେ ଦେବୀ ମୁହାଣ ଠାରୁ ଦୁଇ କିଲୋମିଟର ଦୂରରେ ଟ୍ରଲରର ଇଞ୍ଜିନ ଅଚଳ ହୋଇଗଲା । ମା ପାର୍ବତୀ ଓ ମା କାଳୀ ଟ୍ରଲର ଭିତରେ ୧୪ ଜଣ କର୍ମଚାରୀ ଥିଲେ । ସେମାନଙ୍କ ଜୀବନ ଏବେ ବିପଦପୂର୍ଣ୍ଣ ରହିଛି । ଅସ୍ତରଙ୍ଗ ସାମୁଦ୍ରିକ ଥାନା ସ୍ପୀଡ ବୋର୍ଟ ଉଦ୍ଧାର ପାଇଁ ଯାଇଥିଲେ କିନ୍ତୁ ମୁହାଣ ଅଶାନ୍ତ […] The post ଦେବୀ ମୁହାଣରେ ଘଟିଲା ଅଘଟଣ, ଫସିଛନ୍ତି ୧୪ ଟ୍ରଲର କର୍ମଚାରୀ appeared first on KNews Odisha.

ଦେବୀ ମୁହାଣରେ ଘଟିଲା ଅଘଟଣ, ଫସିଛନ୍ତି ୧୪ ଟ୍ରଲର କର୍ମଚାରୀ
devi river kakatpur

କାକଟପୁର: ସମୁଦ୍ରକୁ ମାଛ ମାରିବାକୁ ଯାଇ ଫେରିବା ସମୟରେ ଘଟିଲା ଅଘଟଣ । ପ୍ରତିକୂଳ ପାଗ ପାଇଁ ଫେରିବା ବେଳେ ଦେବୀ ମୁହାଣ ଠାରୁ ଦୁଇ କିଲୋମିଟର ଦୂରରେ ଟ୍ରଲରର ଇଞ୍ଜିନ ଅଚଳ ହୋଇଗଲା । ମା ପାର୍ବତୀ ଓ ମା କାଳୀ ଟ୍ରଲର ଭିତରେ ୧୪ ଜଣ କର୍ମଚାରୀ ଥିଲେ ।

ସେମାନଙ୍କ ଜୀବନ ଏବେ ବିପଦପୂର୍ଣ୍ଣ ରହିଛି । ଅସ୍ତରଙ୍ଗ ସାମୁଦ୍ରିକ ଥାନା ସ୍ପୀଡ ବୋର୍ଟ ଉଦ୍ଧାର ପାଇଁ ଯାଇଥିଲେ କିନ୍ତୁ ମୁହାଣ ଅଶାନ୍ତ ଯୋଗୁଁ ଫେରି ଆସିଲେ । ଉଦ୍ଧାର ପାଇଁ ତଟରକ୍ଷୀ ବାହିନୀଙ୍କୁ ନିବେଦନ କରାଯାଇଛି।

The post ଦେବୀ ମୁହାଣରେ ଘଟିଲା ଅଘଟଣ, ଫସିଛନ୍ତି ୧୪ ଟ୍ରଲର କର୍ମଚାରୀ appeared first on KNews Odisha.