‘ଦେଶରେ ଏନଡିଏର ୪ ଶହ ସିଟ୍ ପାର୍ ସାଙ୍ଗକୁ ଓଡ଼ିଶାରେ ବିଜେପି ସରକାର ଗଢିବ’

ମୋଦି ଲହରରେ ଏଥର ବିଜେପି ସୁଇପ୍ କରିବ। ମୋଦି ସରକାରଙ୍କ ସବୁଠୁ ବଡ ସ୍ବାସ୍ଥ୍ୟ ବୀମା ସ୍କିମ୍ ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶା ବାସୀ ବଂଚିତ ଅଛନ୍ତି।

‘ଦେଶରେ ଏନଡିଏର ୪ ଶହ ସିଟ୍ ପାର୍ ସାଙ୍ଗକୁ ଓଡ଼ିଶାରେ ବିଜେପି ସରକାର ଗଢିବ’

ଦେଶରେ ଏନଡିଏର ୪ ଶହ ସିଟ୍ ପାର୍ ସାଙ୍ଗକୁ ଓଡ଼ିଶାରେ ବିଜେପି ସରକାର ଗଢିବ। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ଆଶିଷ ନେଇଛନ୍ତି ବୈଜୟନ୍ତ। ସେ କହିଛନ୍ତି, ମୋଦି ଲହରରେ ଏଥର ବିଜେପି ସୁଇପ୍ କରିବ। ମୋଦି ସରକାରଙ୍କ ସବୁଠୁ ବଡ ସ୍ବାସ୍ଥ୍ୟ ବୀମା ସ୍କିମ୍ ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶା ବାସୀ ବଂଚିତ ଅଛନ୍ତି।