ଦେଶି ଅବତାରରେ ଜାହ୍ନଭୀ କପୁର, ଫଟୋ ଦେଖି ପ୍ରଶଂସକ ଦିବାନା

ବଲିଉଡ ଅଭିନେତ୍ରୀ ଜାହ୍ନଭୀ କପୁର ଚମତ୍କାର ଚେହେରା ପାଇଁ ବେଶ ପରିଚିତ। ତାଙ୍କ ରୂପ ଆଉ ସୌନ୍ଦର୍ଯ୍ୟରେ ସମସ୍ତେ ପାଗଳ। ସେ ସୋସିଆଲ୍ ମିଡିଆରେ ତାଙ୍କର ଫଟୋ-ଭିଡିଓ ଶେୟାର୍ କରୁ କରୁ ଭାଇରାଲ୍ ହୁଏ। ନିକଟରେ ଜାହ୍ନଭୀ ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ଏବଂ ଭିଡିଓ ଶେୟାର କରିଛନ୍ତି, ଯାହାକୁ ଖୁବ ପସନ୍ଦ କରାଯାଉଛି।