ଦୋକାନ ଉପରେ ମାଡ଼ିଗଲା ଯାତ୍ରା ପାର୍ଟି ଟ୍ରକ୍, ବାଇକ୍କୁ ଘୋଷାଡ଼ି ନେଲା
କେନ୍ଦ୍ରାପଡ଼ା ୨୦।୪: ଦୋକାନ ଉପରେ ମାଡ଼ିଗଲା ଯାତ୍ରା ପାର୍ଟି ଟ୍ରକ୍ । କେନ୍ଦ୍ରାପଡ଼ା ଦୁହୁରିଆ ଛକରେ ରାସ୍ତାକଡ଼ ଦୋକାନ ଉପରେ ମାଡ଼ିଗଲା ଯାତ୍ରା ପାର୍ଟି ଟ୍ରକ୍ । ରାସ୍ତା କଡ଼ରେ ପାର୍କିଂ ହୋଇଥିବା ବାଇକ୍କୁ ଘୋଷାଡ଼ି ନେଲା ଯାତ୍ରା ପାର୍ଟି ଟ୍ରକ୍ । ଦୋକାନ ବନ୍ଦ ଥିବାରୁ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଟ୍ରକ୍ଟି ନାଟ୍ୟ ସମ୍ରାଟ ପୃଥ୍ବୀରାଜର ବୋଲି ଜଣାପଡ଼ିଛି ।You Can Read:ବେପରୁଆ ଗାଡ଼ି ଚାଳନା, ଦୋକାନ ଭିତରକୁ ମାଡ଼ିଗଲା ଟ୍ରାକ୍ଟର
କେନ୍ଦ୍ରାପଡ଼ା ୨୦।୪: ଦୋକାନ ଉପରେ ମାଡ଼ିଗଲା ଯାତ୍ରା ପାର୍ଟି ଟ୍ରକ୍ । କେନ୍ଦ୍ରାପଡ଼ା ଦୁହୁରିଆ ଛକରେ ରାସ୍ତାକଡ଼ ଦୋକାନ ଉପରେ ମାଡ଼ିଗଲା ଯାତ୍ରା ପାର୍ଟି ଟ୍ରକ୍ । ରାସ୍ତା କଡ଼ରେ ପାର୍କିଂ ହୋଇଥିବା ବାଇକ୍କୁ ଘୋଷାଡ଼ି ନେଲା ଯାତ୍ରା ପାର୍ଟି ଟ୍ରକ୍ । ଦୋକାନ ବନ୍ଦ ଥିବାରୁ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଟ୍ରକ୍ଟି ନାଟ୍ୟ ସମ୍ରାଟ ପୃଥ୍ବୀରାଜର ବୋଲି ଜଣାପଡ଼ିଛି ।
You Can Read:
ବେପରୁଆ ଗାଡ଼ି ଚାଳନା, ଦୋକାନ ଭିତରକୁ ମାଡ଼ିଗଲା ଟ୍ରାକ୍ଟର