ଦୋକାନ ଉପରେ ମାଡ଼ିଗଲା ହାଇୱା, ୩ ମୃତ

ସୁନ୍ଦରଗଡ଼ : ଦୋକାନ ଉପରେ ମାଡ଼ିଗଲା ହାଇୱା, ୩ ମୃତ । ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଥାନା ଜାମୁଡିହି ଟୋଲଗେଟ ନିକଟରେ ଦୁର୍ଘଟଣା ଘଟିଛି । ଚାହା ଦୋକାନ ଉପରକୁ ମାଡ଼ିଗଲା ଖଣିଜ ବୋଝେଇ ଟ୍ରକ୍ । ଏଥିରେ ୩ଜଣଙ୍କ ମୃତ୍ୟୁ ଘଟିଛି । ଦୋକାନ ଭାଙ୍ଗି ଯାଇଥିବା ବେଳେ କିଛି ଫସି ରହିଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ କେ ବଲାଙ୍ଗ ପୋଲିସ ଓ କୋଇଡା ଅଗ୍ନିଶମ ବିଭାଗ ପହଞ୍ଚିଛି । The post ଦୋକାନ ଉପରେ ମାଡ଼ିଗଲା ହାଇୱା, ୩ ମୃତ appeared first on KNews Odisha.

ଦୋକାନ ଉପରେ ମାଡ଼ିଗଲା ହାଇୱା, ୩ ମୃତ
haiva

ସୁନ୍ଦରଗଡ଼ : ଦୋକାନ ଉପରେ ମାଡ଼ିଗଲା ହାଇୱା, ୩ ମୃତ । ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଥାନା ଜାମୁଡିହି ଟୋଲଗେଟ ନିକଟରେ ଦୁର୍ଘଟଣା ଘଟିଛି । ଚାହା ଦୋକାନ ଉପରକୁ ମାଡ଼ିଗଲା ଖଣିଜ ବୋଝେଇ ଟ୍ରକ୍ । ଏଥିରେ ୩ଜଣଙ୍କ ମୃତ୍ୟୁ ଘଟିଛି । ଦୋକାନ ଭାଙ୍ଗି ଯାଇଥିବା ବେଳେ କିଛି ଫସି ରହିଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ କେ ବଲାଙ୍ଗ ପୋଲିସ ଓ କୋଇଡା ଅଗ୍ନିଶମ ବିଭାଗ ପହଞ୍ଚିଛି ।

The post ଦୋକାନ ଉପରେ ମାଡ଼ିଗଲା ହାଇୱା, ୩ ମୃତ appeared first on KNews Odisha.