ଦୋକାନ ଭିତରେ ପଶିଗଲା ବରଯାତ୍ରୀଙ୍କୁ ଧରି ଫେରୁଥିବା ଗାଡ଼ି

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ): ସଟର ଭାଙ୍ଗି ଦୋକାନ ଭିତରକୁ ପଶିଗଲା ସ୍କର୍ପିଓ। ଶୁକ୍ରବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲା ଧର୍ମଗଡଠାରେ ଦ୍ରୁତ ଗତିରେ ବରଯାତ୍ରୀଙ୍କୁ ଧରି ଆସୁଥିବା ଏକ ସ୍କର୍ପିଓ ପ୍ରଥମେ ଏକ ଗାଈକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଗାଈର ମତ୍ୟୁ ଘଟିଥିଲା। ଏପରିକି ସ୍କର୍ପିଓ ଭାରସାମ୍ୟ ହରାଇ ଏକ କପଡା ଦୋକାନର ସଟର ଭାଙ୍ଗି ଦୋକାନ ଭିତରେ ପଶିଯାଇଥିଲା। ଉଭୟ ଦୋକାନ ଓ ଗାଡିର ଅନେକ ନଷ୍ଟ ହୋଇଯାଇଛି । ପୋଲିସ ସମସ୍ତ ବରଯାତ୍ରୀଙ୍କୁ […] The post ଦୋକାନ ଭିତରେ ପଶିଗଲା ବରଯାତ୍ରୀଙ୍କୁ ଧରି ଫେରୁଥିବା ଗାଡ଼ି appeared first on Dharitri Odia News.

ଦୋକାନ ଭିତରେ ପଶିଗଲା ବରଯାତ୍ରୀଙ୍କୁ ଧରି ଫେରୁଥିବା ଗାଡ଼ି

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ): ସଟର ଭାଙ୍ଗି ଦୋକାନ ଭିତରକୁ ପଶିଗଲା ସ୍କର୍ପିଓ। ଶୁକ୍ରବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲା ଧର୍ମଗଡଠାରେ ଦ୍ରୁତ ଗତିରେ ବରଯାତ୍ରୀଙ୍କୁ ଧରି ଆସୁଥିବା ଏକ ସ୍କର୍ପିଓ ପ୍ରଥମେ ଏକ ଗାଈକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଗାଈର ମତ୍ୟୁ ଘଟିଥିଲା। ଏପରିକି ସ୍କର୍ପିଓ ଭାରସାମ୍ୟ ହରାଇ ଏକ କପଡା ଦୋକାନର ସଟର ଭାଙ୍ଗି ଦୋକାନ ଭିତରେ ପଶିଯାଇଥିଲା। ଉଭୟ ଦୋକାନ ଓ ଗାଡିର ଅନେକ ନଷ୍ଟ ହୋଇଯାଇଛି । ପୋଲିସ ସମସ୍ତ ବରଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

The post ଦୋକାନ ଭିତରେ ପଶିଗଲା ବରଯାତ୍ରୀଙ୍କୁ ଧରି ଫେରୁଥିବା ଗାଡ଼ି appeared first on Dharitri Odia News.