ଦୋଳ ପୂର୍ଣ୍ଣିମାରେ ଗାଁ ଗାଁରେ ଦୋଳ ମେଳନ, ଫଗୁ ଖେଳୁଛନ୍ତି ଠାକୁର

ସୋନପୁର:  ଆଜି ପବିତ୍ର ଦୋଳ ପୂର୍ଣ୍ଣିମା ଗାଁ ଗାଁ ରେ ଦୋଳ ମେଳନ l ଦୋଳିରେ ଝୁଲିବା ସହ ରଙ୍ଗର ପର୍ବରେ ଫଗୁ ଖେଳୁଛନ୍ତି ଠାକୁର l ସୁବର୍ଣ୍ଣପୁର ବିନିକା ଅଞ୍ଚଳରେ ଗାଁ ମନ୍ଦିର ଗୁଡ଼ିକରେ ଚାଲିଛି ଦୋଳ ପୂର୍ଣ୍ଣିମାର ଉତ୍ସବ l ମନ୍ଦିର ଗୁଡ଼ିକରେ ଗ୍ରାମର ଠାକୁରଙ୍କ ପାଖରେ ଚଳିତ ବର୍ଷର ପ୍ରଥମ କରି ଲାଗି ହୋଇଛି ଆମ୍ବ l ମନ୍ଦିର ମନ୍ଦିର ଗୁଡିକରେ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରି ଦୋଳ ମଣ୍ଡପରେ ମହାପ୍ରଭୁଙ୍କୁ ବିଜେ କରାଯାଇଅଛି l ଦୋଲ ମଣ୍ଡପରେ ମହାପ୍ରଭୁ ଦୋଳିରେ ଝୁଲୁଥିବା  ଦୁର୍ଲଭ ସମୟରେ ଗ୍ରାମବାସୀ ସମସ୍ତେ ଦର୍ଶନ କରିଥାନ୍ତି l