ଦୋଳ ମେଳଣରେ ଯୁବକଙ୍କୁ ହାଣିଲେ

ଭୁବନେଶ୍ୱର,୩୧ା୩: ଖୋର୍ଦ୍ଧା ଜିଲା ବାଲିଅନ୍ତା ଥାନା ଅନ୍ତର୍ଗତ ବାଳକାଟି ମେଳଣର ପ୍ରୋସେଶନ ଚାଲିଥିବା ବେଳେ ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ଯୁବକ ଜଣକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। The post ଦୋଳ ମେଳଣରେ ଯୁବକଙ୍କୁ ହାଣିଲେ appeared first on Dharitri Odia News.

ଦୋଳ ମେଳଣରେ ଯୁବକଙ୍କୁ ହାଣିଲେ

ଭୁବନେଶ୍ୱର,୩୧ା୩: ଖୋର୍ଦ୍ଧା ଜିଲା ବାଲିଅନ୍ତା ଥାନା ଅନ୍ତର୍ଗତ ବାଳକାଟି ମେଳଣର ପ୍ରୋସେଶନ ଚାଲିଥିବା ବେଳେ ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ଯୁବକ ଜଣକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

The post ଦୋଳ ମେଳଣରେ ଯୁବକଙ୍କୁ ହାଣିଲେ appeared first on Dharitri Odia News.