ଦ୍ବାରଶୁଣୀ ଘାଟିରେ ଦୁର୍ଘଟଣା : ହୁତୁହୁତୁ ହୋଇ ଜଳିଗଲା ପିଆଜ ବୋଝେଇ ଟ୍ରକ୍
ବାରିପଦା ୧।୪: ଦ୍ବାରଶୁଣୀ ଘାଟିରେ ସଡକ ଦୁର୍ଘଟଣା । ଦୁର୍ଘଟଣା ପରେ ଟ୍ରକ୍ରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଟ୍ରକ୍ ଡ୍ରାଇଭର ଓ ହେଲପର । ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ସ୍ଥିତ ଦ୍ଵାରଶୁଣୀ ଘାଟିରେ ପୁଣି ଦୁର୍ଘଟଣା ଘଟିଛି । ପିଆଜ ବୋଝେଇ ଟ୍ରକ୍ଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଲାଗିଗଲା ନିଆଁ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଟ୍ରକ୍ ଡ୍ରାଇଭର ଓ ହେଲପର । ଟ୍ରକ୍ଟି ନାସିକରୁ ପିଆଜ ନେଇ କଲିକତା ଅଭିମୁଖେ ଯାଉଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।You Can Read :ସୁନ୍ଦରଗଡ ମେଡିକାଲ୍ରୁ ବିଚାରାଧୀନ କଏଦୀ ଫେରାର, ହତ୍ୟା ମାମଲାରେ ହୋଇଥିଲେ ଗିରଫ
ବାରିପଦା ୧।୪: ଦ୍ବାରଶୁଣୀ ଘାଟିରେ ସଡକ ଦୁର୍ଘଟଣା । ଦୁର୍ଘଟଣା ପରେ ଟ୍ରକ୍ରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଟ୍ରକ୍ ଡ୍ରାଇଭର ଓ ହେଲପର ।
ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ସ୍ଥିତ ଦ୍ଵାରଶୁଣୀ ଘାଟିରେ ପୁଣି ଦୁର୍ଘଟଣା ଘଟିଛି । ପିଆଜ ବୋଝେଇ ଟ୍ରକ୍ଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଲାଗିଗଲା ନିଆଁ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଟ୍ରକ୍ ଡ୍ରାଇଭର ଓ ହେଲପର । ଟ୍ରକ୍ଟି ନାସିକରୁ ପିଆଜ ନେଇ କଲିକତା ଅଭିମୁଖେ ଯାଉଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।
You Can Read :
ସୁନ୍ଦରଗଡ ମେଡିକାଲ୍ରୁ ବିଚାରାଧୀନ କଏଦୀ ଫେରାର, ହତ୍ୟା ମାମଲାରେ ହୋଇଥିଲେ ଗିରଫ