ଦ୍ବିତୀୟ ଦିନର ରଥଟଣା ପରେ ଶରଧାବାଲିରେ ୩ ରଥ

ଶରଧାବାଲିରେ ଠିଆ ତିନି ରଥ। ନବଦିନାତ୍ମକ ଘୋଷଯାତ୍ରାରେ ରତ୍ନବେଦୀରୁ ଜନ୍ମବେଦୀରେ ପହଁଚିଛନ୍ତି ଶ୍ରୀଜିଉ।