ଦ୍ବିତୀୟ ଭାରତୀୟ ଭାବେ ମହାକାଶ ଗଲେ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ

ଆସନ୍ତାକାଲି ଅପରାହ୍ନ ସାଢ଼େ ୪ଟାରେ ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନରେ ହେବ ଡ୍ରାଗନ୍ ସ୍ପେଶ କ୍ୟାପସୁଲ୍ ର ଡକିଂ। ୪ ମହାକାଶଚାରୀ ସେଠାରେ ୧୪ ଦିନ ରହି କରିବେ ୬୦ରୁ ଅଧିକ ଏକ୍ସପେରିମେଣ୍ଟ।

ଦ୍ବିତୀୟ ଭାରତୀୟ ଭାବେ ମହାକାଶ ଗଲେ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ
Array