ଦ୍ରୁତ ଗତିରେ ଆସୁଥିଲା ବସ୍, ଚକାତଳେ ପଶିଗଲେ ବାଇକ୍ଚାଳକ, ଆଉ ତା’ ପରେ…
ଗଜପତି,୪ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠ ଦେବିତି ଗ୍ରାମ ନିକଟରେ ଗୋଟିଏ ଘରୋଇ ବସ୍ ସହ ବାଇକ୍ର ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଆନ୍ଧ୍ରପ୍ରଦେଶ କସମଳା ଗ୍ରାମର ଜି.ସାମିଲ(୬୫)। ସୂଚନାଯୋଗ୍ୟ, ଗୋଟିଏ ବାଇକ୍ରେ ଦୁଇଜଣ ପାରଳାଖେମୁଣ୍ଡିଠାରୁ କସମଳା ଯିବା ସମୟରେ ବିପରୀତ ଦିଗରୁ ଗାୟତ୍ରୀ ନାମକ ଘରୋଇ ବସ୍ଟି ପାରଳାଖେମୁଣ୍ଡି ପଟେ ଦ୍ରୁତ ଗତିରେ ଆସୁଥିଲା। କୌଣସି କାରଣରୁ […] The post ଦ୍ରୁତ ଗତିରେ ଆସୁଥିଲା ବସ୍, ଚକାତଳେ ପଶିଗଲେ ବାଇକ୍ଚାଳକ, ଆଉ ତା’ ପରେ… appeared first on Dharitri Odia News.
ଗଜପତି,୪ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠ ଦେବିତି ଗ୍ରାମ ନିକଟରେ ଗୋଟିଏ ଘରୋଇ ବସ୍ ସହ ବାଇକ୍ର ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଆନ୍ଧ୍ରପ୍ରଦେଶ କସମଳା ଗ୍ରାମର ଜି.ସାମିଲ(୬୫)।
ସୂଚନାଯୋଗ୍ୟ, ଗୋଟିଏ ବାଇକ୍ରେ ଦୁଇଜଣ ପାରଳାଖେମୁଣ୍ଡିଠାରୁ କସମଳା ଯିବା ସମୟରେ ବିପରୀତ ଦିଗରୁ ଗାୟତ୍ରୀ ନାମକ ଘରୋଇ ବସ୍ଟି ପାରଳାଖେମୁଣ୍ଡି ପଟେ ଦ୍ରୁତ ଗତିରେ ଆସୁଥିଲା। କୌଣସି କାରଣରୁ ବାଇକ୍ଆରୋହୀ ଭାରସାମ୍ୟ ହରାଇ ବସ୍ ଚକା ତଳେ ପଶିଯାଇଥିଲା। ତା’ ପରେ ବସ୍ଟି ତାଙ୍କ ଉପରେ ଚଢ଼ି ଯାଇଥିଲା।
The post ଦ୍ରୁତ ଗତିରେ ଆସୁଥିଲା ବସ୍, ଚକାତଳେ ପଶିଗଲେ ବାଇକ୍ଚାଳକ, ଆଉ ତା’ ପରେ… appeared first on Dharitri Odia News.