ଦ୍ଵିତୀୟ ଥର ମାଆ ହେବେ ଅଭିନେତ୍ରୀ ମୋହିନା, ସ୍ପେଶାଲ ଅନ୍ଦାଜ୍‌ରେ କଲେ କନଫର୍ମ

ମୁମ୍ଵାଇ ୧୪।୦୩: 'ୟେ ରିସ୍ତା କୟା କେହଲତା ହୈ' ର ଫେମ୍‌ ମୋହିନା କୁମାରୀ । ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ନିଜ ଡ୍ୟାନ୍ସର ଯାଦୁ ଦେଖାଇ ପରିଚୟ ହାସଲ କରିଥିଲେ । ବିବାହ ପରଠାରୁ ମୋହିନା ଟିଭି ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ। ବିବାହର ପ୍ରାୟ ୩ ବର୍ଷ ପରେ ତାଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିଥିଲେ । ବର୍ତ୍ତମାନ ଅଭିନେତ୍ରୀ ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ନୃତ୍ୟକୁ ଭଲ ପାଉଥିବା ମୋହିନା ତାଙ୍କର ଦ୍ୱିତୀୟ ଗର୍ଭଧାରଣକୁ ଏକ ବିଶେଷ ଢଙ୍ଗରେ ଆନାଉନ୍ସ କରିଛନ୍ତି। ଯାହାକୁ ଶୁଣି ପ୍ରଶଂସକମାନେ ଖୁବ୍‌ ଖୁସି ଅଛନ୍ତି । View this post on InstagramA post shared by Mohena Kumari Singh (@mohenakumari)ମୋହିନା ଦ୍ୱିତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି । ଅଭିନେତ୍ରୀ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି। ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଗୋଲାପି ରଙ୍ଗର ସୁଟ ପିନ୍ଧି ଶାସ୍ତ୍ରୀୟ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି। ଭିଡିଓ ସେୟାର କରିବାବେଳେ ମୋହିନା ଦ୍ୱିତୀୟ ଥର ପାଇଁ ମା ହେବାର ଭାବନାକୁ ଦର୍ଶାଇ ଏକ ନୋଟ୍ ସେୟାର କରିଛନ୍ତି। ଭିଡିଓରେ ଅଭିନେତ୍ରୀଙ୍କ ବେବି ବମ୍ପ ସ୍ପଷ୍ଟ ଦେଖାଯାଉଛି ଏବଂ ଗର୍ଭାବସ୍ଥାରେ ସେ ପ୍ରତ୍ୟେକ ନୃତ୍ୟ ଷ୍ଟେପ୍‌କୁ ଶାଳିନତା ସହ ଦେଖାଇଛନ୍ତି ।View this post on InstagramA post sh

ଦ୍ଵିତୀୟ ଥର ମାଆ ହେବେ ଅଭିନେତ୍ରୀ ମୋହିନା, ସ୍ପେଶାଲ ଅନ୍ଦାଜ୍‌ରେ କଲେ କନଫର୍ମ

ମୁମ୍ଵାଇ ୧୪।୦୩: 'ୟେ ରିସ୍ତା କୟା କେହଲତା ହୈ' ର ଫେମ୍‌ ମୋହିନା କୁମାରୀ । ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ନିଜ ଡ୍ୟାନ୍ସର ଯାଦୁ ଦେଖାଇ ପରିଚୟ ହାସଲ କରିଥିଲେ । ବିବାହ ପରଠାରୁ ମୋହିନା ଟିଭି ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ। ବିବାହର ପ୍ରାୟ ୩ ବର୍ଷ ପରେ ତାଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିଥିଲେ । ବର୍ତ୍ତମାନ ଅଭିନେତ୍ରୀ ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ନୃତ୍ୟକୁ ଭଲ ପାଉଥିବା ମୋହିନା ତାଙ୍କର ଦ୍ୱିତୀୟ ଗର୍ଭଧାରଣକୁ ଏକ ବିଶେଷ ଢଙ୍ଗରେ ଆନାଉନ୍ସ କରିଛନ୍ତି। ଯାହାକୁ ଶୁଣି ପ୍ରଶଂସକମାନେ ଖୁବ୍‌ ଖୁସି ଅଛନ୍ତି । 



ମୋହିନା ଦ୍ୱିତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି । ଅଭିନେତ୍ରୀ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି। ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଗୋଲାପି ରଙ୍ଗର ସୁଟ ପିନ୍ଧି ଶାସ୍ତ୍ରୀୟ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି। ଭିଡିଓ ସେୟାର କରିବାବେଳେ ମୋହିନା ଦ୍ୱିତୀୟ ଥର ପାଇଁ ମା ହେବାର ଭାବନାକୁ ଦର୍ଶାଇ ଏକ ନୋଟ୍ ସେୟାର କରିଛନ୍ତି। ଭିଡିଓରେ ଅଭିନେତ୍ରୀଙ୍କ ବେବି ବମ୍ପ ସ୍ପଷ୍ଟ ଦେଖାଯାଉଛି ଏବଂ ଗର୍ଭାବସ୍ଥାରେ ସେ ପ୍ରତ୍ୟେକ ନୃତ୍ୟ ଷ୍ଟେପ୍‌କୁ ଶାଳିନତା ସହ ଦେଖାଇଛନ୍ତି ।



ମୋହିନାଙ୍କ ସୁନ୍ଦର ଷ୍ଟେପ୍‌ ପ୍ରଶଂସକଙ୍କ ହୃଦୟ ଜିତିଛି। କିନ୍ତୁ ତାଙ୍କ ନୃତ୍ୟ ଅପେକ୍ଷା ତାଙ୍କ ବେବି ବମ୍ପ ଉପରେ ଅଧିକ ଲୋକ ଧ୍ୟାନ ଦେଉଛନ୍ତି। କହିବାକୁ ଗଲେ 'ୟେ ରିସ୍ତା କ୍ୟା କେହଲାତା ହୈ' ଟିଭି ସିରିଏଲ ବର୍ଷ ବର୍ଷ ଧରି ଚାଲୁଛି । ଏବେ ମଧ୍ୟ ପ୍ରତ୍ୟେକ ଘରେ ଏହା ଦେଖିବାକୁ ମିଳୁଛି ।  TRP ର ଏହା ମଧ୍ୟ ଏକ ପ୍ରମୁଖ ଶୋ । ଏହି ଶୋ’ରେ ଅଭିନେତ୍ରୀ ମୋହିନା କୁମାରୀଙ୍କୁ ଦେଖିବାକୁ ମିଳିଥିଲା। ହେଲେ ଅଭିନେତ୍ରୀ ବିବାହ ପରେ ଅଭିନୟ ଜଗତରୁ ଦୂରରେ ରହିଥିଲେ । କିନ୍ତୁ ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ । ଅଭିନେତ୍ରୀ ନିଜ ଦାମ୍ପତ୍ୟ ଜୀବନରେ ସମ୍ପୂର୍ଣ୍ଣ ବ୍ୟସ୍ତ ଅଛନ୍ତି । ଏବେ ଅଭିନେତ୍ରୀ ପୁଣି ଥରେ ଗର୍ଭବତୀ ଅଛନ୍ତି । 

ପିଲାଙ୍କ ଭଲପାଇବା ବଦଳାଇଦେଲା ସୁପରଷ୍ଟାରଙ୍କ ଅଭ୍ୟାସ, ଛାଡ଼ିଦେଲେ ସିଗାରେଟ୍-ମଦ