ଦ୍ୱିତୀୟ ଥର ଟି୨୦ ବିଶ୍ୱକପ ଜିତିଲା ଭାରତ, ପୁଣି ଫେଲ୍ ମାରିଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ, ୨୯।୬: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଇତିହାସ ରଚିଛି। ରୋମାଞ୍ଚକର ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦ୍ୱିତୀୟ ଥର ଟି୨୦ ବିଶ୍ୱକପ ବିଜୟୀ ହୋଇଛି ଭାରତ। ଏଥିସହିତ ଭାରତ ଚତୁର୍ଥ ଥର ପାଇଁ କୌଣସି ବିଶ୍ୱକପ ଜିତିଛି। ଶନିବାର ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ ମୁକାବିଲାରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରିଛି। ଏହି ବିଜୟ ପରେ ୧୫୦ କୋଟି ଭାରତୀୟ ଉତ୍ସବମୁଖର ହୋଇଛନ୍ତି। ଭାରତୀୟ ଦଳ ଦୁଇଥର (୧୯୮୩, ୨୦୧୧) […] The post ଦ୍ୱିତୀୟ ଥର ଟି୨୦ ବିଶ୍ୱକପ ଜିତିଲା ଭାରତ, ପୁଣି ଫେଲ୍ ମାରିଲା ଦକ୍ଷିଣ ଆଫ୍ରିକା appeared first on Dharitri Odia News.

ଦ୍ୱିତୀୟ ଥର ଟି୨୦ ବିଶ୍ୱକପ ଜିତିଲା ଭାରତ, ପୁଣି ଫେଲ୍ ମାରିଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ, ୨୯।୬: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଇତିହାସ ରଚିଛି। ରୋମାଞ୍ଚକର ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦ୍ୱିତୀୟ ଥର ଟି୨୦ ବିଶ୍ୱକପ ବିଜୟୀ ହୋଇଛି ଭାରତ। ଏଥିସହିତ ଭାରତ ଚତୁର୍ଥ ଥର ପାଇଁ କୌଣସି ବିଶ୍ୱକପ ଜିତିଛି। ଶନିବାର ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ ମୁକାବିଲାରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରିଛି। ଏହି ବିଜୟ ପରେ ୧୫୦ କୋଟି ଭାରତୀୟ ଉତ୍ସବମୁଖର ହୋଇଛନ୍ତି।

ଭାରତୀୟ ଦଳ ଦୁଇଥର (୧୯୮୩, ୨୦୧୧) ଦିନିକିଆ ବିଶ୍ୱକପ ଟାଇଟଲ ଜିତିଛି। ସେହିଭଳି ଦୁଇଥର (୨୦୦୭, ୨୦୨୪) ଟି ୨୦ ବିଶ୍ୱକପ୍ ଟାଇଟଲ୍ ଜିତିଛି। ଦଳ ଶେଷ ଥର ପାଇଁ ୨୦୧୧ ରେ ଦିନିକିଆ ବିଶ୍ୱକପ ଜିତିଥିଲା ​​। ବର୍ତ୍ତମାନ ୧୩ ବର୍ଷ ପରେ କୌଣସି ବିଶ୍ୱକପ୍ (ଟି -୨୦ ରେ) ଟାଇଟଲ୍ ଜିତିଛି।

The post ଦ୍ୱିତୀୟ ଥର ଟି୨୦ ବିଶ୍ୱକପ ଜିତିଲା ଭାରତ, ପୁଣି ଫେଲ୍ ମାରିଲା ଦକ୍ଷିଣ ଆଫ୍ରିକା appeared first on Dharitri Odia News.