ଦୟା ନଦୀ କୂଳରୁ ମହିଳାଙ୍କ ମୃତଦେହ ଠାବ, ରହିଛି ଏକାଧିକ କ୍ଷତ ଚିହ୍ନ

ଭୁବନେଶ୍ୱର ୨୮।୦୧ : ମହିଳାଙ୍କ ମୃତଦେହ ଠାବ । ଭୁବନେଶ୍ୱର ଉପକଣ୍ଠ ଦୟା ନଦୀ କୂଳରୁ ମିଳିଛି ମହିଳାଙ୍କ ମୃତଦେହ । ମହିଳାଙ୍କ ମୃତଦେହରେ ରହିଛି ଏକାଧିକ କ୍ଷତ ଚିହ୍ନ । ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ ଭୁବନେଶ୍ୱର ଉପକଣ୍ଠ ଦୟା ନଦୀ କୂଳରୁ ଜଣେ ମହିଳାଙ୍କ ମୃତଦେହ ପଡିଥିବାର କିଛି ଲୋକ ଦେଖିଥିଲେ । ଏହାପରେ ସ୍ଥାନୀୟ ପୋଲିସକୁ ଖବର ବି ଦେଇଥିଲେ । ମହିଳାଙ୍କର ମୃତ୍ୟୁ କିପରି ହୋଇଛି । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ତାଙ୍କ ଦେହରେ ଏକାଧିକ କ୍ଷତ ଚିହ୍ନ ରହିଛି । ଯାହାକି ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ପୋଲିସର ତଦନ୍ତ ପରେ ହିଁ ହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଛି । ବଜେଟରେ ସୁନା ଶସ୍ତା ହେବ କି? ଗତ ଥର ସରକାର ଛାଡ କରିଥିଲେ ଟିକସ

ଦୟା ନଦୀ କୂଳରୁ ମହିଳାଙ୍କ ମୃତଦେହ ଠାବ, ରହିଛି ଏକାଧିକ କ୍ଷତ ଚିହ୍ନ

ଭୁବନେଶ୍ୱର ୨୮।୦୧ : ମହିଳାଙ୍କ ମୃତଦେହ ଠାବ । ଭୁବନେଶ୍ୱର ଉପକଣ୍ଠ ଦୟା ନଦୀ କୂଳରୁ ମିଳିଛି ମହିଳାଙ୍କ ମୃତଦେହ । ମହିଳାଙ୍କ ମୃତଦେହରେ ରହିଛି ଏକାଧିକ କ୍ଷତ ଚିହ୍ନ । 

ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ ଭୁବନେଶ୍ୱର ଉପକଣ୍ଠ ଦୟା ନଦୀ କୂଳରୁ ଜଣେ ମହିଳାଙ୍କ ମୃତଦେହ ପଡିଥିବାର କିଛି ଲୋକ ଦେଖିଥିଲେ । ଏହାପରେ ସ୍ଥାନୀୟ ପୋଲିସକୁ ଖବର ବି ଦେଇଥିଲେ । ମହିଳାଙ୍କର ମୃତ୍ୟୁ କିପରି ହୋଇଛି । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ତାଙ୍କ ଦେହରେ ଏକାଧିକ କ୍ଷତ ଚିହ୍ନ ରହିଛି । ଯାହାକି ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ପୋଲିସର ତଦନ୍ତ ପରେ ହିଁ ହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଛି । 

ବଜେଟରେ ସୁନା ଶସ୍ତା ହେବ କି? ଗତ ଥର ସରକାର ଛାଡ କରିଥିଲେ ଟିକସ