ଧନତେରସରେ ସୁନା ଦୋକାନୀଙ୍କୁ ଝଟକା: ବସୁନ୍ଧରା ଜୁଏଲେରୀରେ ଜିଏସ୍ଟି ଚଢ଼ାଉ
ଭବାନୀପାଟଣା,୩୦।୧୦(ଉତ୍ତମ କୁମାର ଦାଶ): ଆଜି ସୁଖ ଓ ସମୃଦ୍ଧିର ପର୍ବ ଧନ ତ୍ରୟୋଦଶୀ ବା ଧନତେରସ। ଏନେଇ ସୁନା ଗହଣା କିଣିବାକୁ ଜୁଏଲେରୀ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳିସ୍ଥିତିରେ କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ବସୁନ୍ଧରା ଜୁଏଲେରୀରେ ମଙ୍ଗଳବାର ଜିଏସ୍ଟି ଏବଂ ଏନ୍ଫୋର୍ସମେଣ୍ଟ ବିଭାଗ ବଡ଼ ଧରଣର ଚଢାଉ କରିଛି। ଜିଏସ୍ଟି ଫାଙ୍କୁଥିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି। ଦୀର୍ଘ ସମୟ ଧରି ଅଧିକାରୀମାନେ ଦୋକାନର ବିଭିନ୍ନ କାଗଜପତ୍ର ସହ ଷ୍ଟକ୍ ଯାଞ୍ଚ […] The post ଧନତେରସରେ ସୁନା ଦୋକାନୀଙ୍କୁ ଝଟକା: ବସୁନ୍ଧରା ଜୁଏଲେରୀରେ ଜିଏସ୍ଟି ଚଢ଼ାଉ appeared first on Dharitri Odia News.
ଭବାନୀପାଟଣା,୩୦।୧୦(ଉତ୍ତମ କୁମାର ଦାଶ): ଆଜି ସୁଖ ଓ ସମୃଦ୍ଧିର ପର୍ବ ଧନ ତ୍ରୟୋଦଶୀ ବା ଧନତେରସ। ଏନେଇ ସୁନା ଗହଣା କିଣିବାକୁ ଜୁଏଲେରୀ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳିସ୍ଥିତିରେ କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ବସୁନ୍ଧରା ଜୁଏଲେରୀରେ ମଙ୍ଗଳବାର ଜିଏସ୍ଟି ଏବଂ ଏନ୍ଫୋର୍ସମେଣ୍ଟ ବିଭାଗ ବଡ଼ ଧରଣର ଚଢାଉ କରିଛି।
ଜିଏସ୍ଟି ଫାଙ୍କୁଥିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି। ଦୀର୍ଘ ସମୟ ଧରି ଅଧିକାରୀମାନେ ଦୋକାନର ବିଭିନ୍ନ କାଗଜପତ୍ର ସହ ଷ୍ଟକ୍ ଯାଞ୍ଚ କରୁଛନ୍ତି। ଏହି ଚଢ଼ାଉରେ ୯ ଜଣିଆ ଟିମ୍ ସାମିଲ ହୋଇଛନ୍ତି।
The post ଧନତେରସରେ ସୁନା ଦୋକାନୀଙ୍କୁ ଝଟକା: ବସୁନ୍ଧରା ଜୁଏଲେରୀରେ ଜିଏସ୍ଟି ଚଢ଼ାଉ appeared first on Dharitri Odia News.