ଧମତରି ଜିଲ୍ଲାରେ ମାଓ ଡମ୍ପ୍ ଠାବ, ମାଓ ସାମଗ୍ରୀ ଲୁଚାଇ ରଖିଥିଲେ ମାଓବାଦୀ

ମାଲକାନଗିରି ୧।୫: ଛତିଶଗଡ଼ ଧମତରି ଜିଲ୍ଲାରେ ଏକ ମାଓ ଡମ୍ପ୍ ଠାବ କଲେ ସୁରକ୍ଷା ବାହିନୀ । ନଗରୀ ଜଙ୍ଗଲରେ ଯବାନ ମାନେ କମ୍ବିଂ ଅପରେସନ ଲାଗି ଯାଇଥିବା ବେଳେ ଲ୍ୟାଣ୍ଡମାଇନ ଡିଟେକ୍ଟର ଦ୍ବାରା ସର୍ଚ୍ଚ କରି ମାଓବାଦୀଙ୍କ ଏକ ଡମ୍ପ୍ ଖୋଜି ବାହାର କରିଥିଲେ ସୁରକ୍ଷାକର୍ମୀ । ଡମ୍ପ୍‌ ଭିତରେ ୩ଟି ଲ୍ୟାଣ୍ଡମାଇନ, ୨ଟି ପାଇପ୍ ବୋମା ଓ ଗୋଟିଏ ଟିଫିନ୍ ବୋମା ସହ ନକ୍ସଲପନ୍ଥୀ ଦୈନିକ ବ୍ୟବହାର ସାମଗ୍ରୀ ରହିଛି । ମାଓବାଦୀ ମାନେ ଭୟଭୀତ ହୋଇ ଏହିସବୁ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିବା ବେଳେ ଡିଆରଜି ଓ ସିଆରପିଏଫ ବାହିନୀ ଏହାକୁ ଜବତ କରି ନିଷ୍କ୍ରିୟ କରିଛନ୍ତି ।You Can Read:ଏକତରଫା ପ୍ରେମରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା, ଘରେ ପଡ଼ିଛି ରକ୍ତାକ୍ତ ମୃତଦେହ

ଧମତରି ଜିଲ୍ଲାରେ ମାଓ ଡମ୍ପ୍ ଠାବ, ମାଓ ସାମଗ୍ରୀ ଲୁଚାଇ ରଖିଥିଲେ ମାଓବାଦୀ

ମାଲକାନଗିରି ୧।୫: ଛତିଶଗଡ଼ ଧମତରି ଜିଲ୍ଲାରେ ଏକ ମାଓ ଡମ୍ପ୍ ଠାବ କଲେ ସୁରକ୍ଷା ବାହିନୀ । ନଗରୀ ଜଙ୍ଗଲରେ ଯବାନ ମାନେ କମ୍ବିଂ ଅପରେସନ ଲାଗି ଯାଇଥିବା ବେଳେ ଲ୍ୟାଣ୍ଡମାଇନ ଡିଟେକ୍ଟର ଦ୍ବାରା ସର୍ଚ୍ଚ କରି ମାଓବାଦୀଙ୍କ ଏକ ଡମ୍ପ୍ ଖୋଜି ବାହାର କରିଥିଲେ ସୁରକ୍ଷାକର୍ମୀ । ଡମ୍ପ୍‌ ଭିତରେ ୩ଟି ଲ୍ୟାଣ୍ଡମାଇନ, ୨ଟି ପାଇପ୍ ବୋମା ଓ ଗୋଟିଏ ଟିଫିନ୍ ବୋମା ସହ ନକ୍ସଲପନ୍ଥୀ ଦୈନିକ ବ୍ୟବହାର ସାମଗ୍ରୀ ରହିଛି । ମାଓବାଦୀ ମାନେ ଭୟଭୀତ ହୋଇ ଏହିସବୁ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିବା ବେଳେ ଡିଆରଜି ଓ ସିଆରପିଏଫ ବାହିନୀ ଏହାକୁ ଜବତ କରି ନିଷ୍କ୍ରିୟ କରିଛନ୍ତି ।

You Can Read:

ଏକତରଫା ପ୍ରେମରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା, ଘରେ ପଡ଼ିଛି ରକ୍ତାକ୍ତ ମୃତଦେହ