ଧରାପଡିଲେ କନିଷ୍ଠ କିରାଣୀ, ୨୦ ହଜାର ଟଙ୍କାର ନେଉଥିଲେ ଲାଞ୍ଚ

ସୁନ୍ଦରଗଡ଼୧୭।୦୨ : ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ କିରାଣୀ । ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ତହସିଲଦାର ଅଫିସର କନିଷ୍ଠ କିରାଣୀ ଗୋଲେଖ ନାୟକ ଭିଜିଲାନ୍ସ ଜାଲରେ ପଡିଛନ୍ତି । ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଛି ଭିଜିଲାନ୍ସ । ଏକ ଜମିଜମା କାମ ପାଇଁ ଜଣେ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେଉଥିଲେ କନିଷ୍ଠ କିରାଣୀ  ଗୋଲେଖ ନାୟକ ।କୋଣସି ସୁତ୍ରରୁ ଖବର ପାଇ ଚଢାଉ କରିଥିଲେ ଭିଜିଲାନ୍ସ । ଆଉ ଲାଞ୍ଚ ନେବା ସମୟରେ କନିଷ୍ଠ କିରାଣୀଙ୍କ ଧରିଥିଲା ଭିଜିଲାନ୍ସ । ଏହାସହ ତାଙ୍କୁ ସହଯୋଗ କରୁଥିବା ଅରୁଣ ସେଠଙ୍କୁ ମଧ୍ୟ ଧରାପଡିଥିଲେ । ତାଙ୍କ ଠାରୁ ନଗଦ ଟଙ୍କା ଜବତ ହୋଇଛି । କନିଷ୍ଠ କିରାଣୀଙ୍କ ଧରିବା ପରେ ଅଫିସ ସମେତ ୨ଟି ସ୍ଥାନରେ ମଧ୍ୟ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍‌ । ବିଧାନସଭାରୁ ଆସିଲା ତଥ୍ୟ, ରାଜ୍ୟରେ ଏତିକି ସଂଖ୍ୟାରେ ଖାଲିପଡିଛି IAS-IPS ପଦ

ଧରାପଡିଲେ କନିଷ୍ଠ କିରାଣୀ, ୨୦ ହଜାର ଟଙ୍କାର ନେଉଥିଲେ ଲାଞ୍ଚ

ସୁନ୍ଦରଗଡ଼୧୭।୦୨ : ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ କିରାଣୀ । ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ତହସିଲଦାର ଅଫିସର କନିଷ୍ଠ କିରାଣୀ ଗୋଲେଖ ନାୟକ ଭିଜିଲାନ୍ସ ଜାଲରେ ପଡିଛନ୍ତି । ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଛି ଭିଜିଲାନ୍ସ । 

ଏକ ଜମିଜମା କାମ ପାଇଁ ଜଣେ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେଉଥିଲେ କନିଷ୍ଠ କିରାଣୀ  ଗୋଲେଖ ନାୟକ ।କୋଣସି ସୁତ୍ରରୁ ଖବର ପାଇ ଚଢାଉ କରିଥିଲେ ଭିଜିଲାନ୍ସ । ଆଉ ଲାଞ୍ଚ ନେବା ସମୟରେ କନିଷ୍ଠ କିରାଣୀଙ୍କ ଧରିଥିଲା ଭିଜିଲାନ୍ସ । ଏହାସହ ତାଙ୍କୁ ସହଯୋଗ କରୁଥିବା ଅରୁଣ ସେଠଙ୍କୁ ମଧ୍ୟ ଧରାପଡିଥିଲେ । ତାଙ୍କ ଠାରୁ ନଗଦ ଟଙ୍କା ଜବତ ହୋଇଛି । କନିଷ୍ଠ କିରାଣୀଙ୍କ ଧରିବା ପରେ ଅଫିସ ସମେତ ୨ଟି ସ୍ଥାନରେ ମଧ୍ୟ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍‌ । 

ବିଧାନସଭାରୁ ଆସିଲା ତଥ୍ୟ, ରାଜ୍ୟରେ ଏତିକି ସଂଖ୍ୟାରେ ଖାଲିପଡିଛି IAS-IPS ପଦ