ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ, ବ୍ୟବସାୟ ରେ ଅଧିକ ଅର୍ଥ ଲାଭର ଯୋଗ ରହିଛି

ମେଷ- ପଥରୋଧ ହୋଇପାରେ । ଅନାବଶ୍ୟକ କ୍ରୋଧରୁ ଦୂରେଇ ରୁହନ୍ତୁ । ବାର୍ତ୍ତାଳାପରେ ସନ୍ତୁଳନ ବଜାୟ ରଖନ୍ତୁ । ପୁରୁଣା ବନ୍ଧୁଙ୍କୁ ଭେଟି ଖୁସି ହେବେ । ପରିବାରରେ ଧାର୍ମିକ କାର୍ଯ୍ୟ ହେବ। ପୋଷାକ ଉପରେ ଖର୍ଚ୍ଚ ବୃଦ୍ଧି ପାଇବ । ନୂତନ ଆୟର ଉତ୍ସ ସୃଷ୍ଟି ହେବ ।ବୃଷ- ଉତ୍ତମ ଆୟର ଯୋଗ ରହିଛି । ମନରେ ଉତ୍ଥାନ-ପତନ ହେବ । ଅଦରକାରୀ ବିତର୍କରୁ ଦୂରେଇ ରୁହନ୍ତୁ । ଶିକ୍ଷାଗତ କାର୍ଯ୍ୟଗୁଡ଼ିକର ସୁଖଦ ଫଳାଫଳ ମିଳିବ । ପିତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସାଙ୍ଗମାନଙ୍କ ସମର୍ଥନ ମିଳିବ ।ମିଥୁନ- କାର୍ଯ୍ୟ ସଫଳ ହେବ । ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବୌଦ୍ଧିକ କାର୍ଯ୍ୟରେ ବ୍ୟସ୍ତତା ବୃଦ୍ଧି ପାଇବ, ଏବଂ ଆୟର ଉତ୍ସ ମଧ୍ୟ ସୃଷ୍ଟି ହେବ । ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ । ସୁସ୍ୱାଦୁ ଖାଦ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ ।କର୍କଟ- ଅଧିକ ପରିଶ୍ରମ କରିବେ ତଥାପି ଧୈର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କର । ଅଧିକ ଖର୍ଚ୍ଚ ହେବ । ଧାର୍ମିକ ସଙ୍ଗୀତ ପ୍ରତି ଇଚ୍ଛା ବୃଦ୍ଧିପାଇବ । ସାଙ୍ଗମାନଙ୍କ ସହିତ ନୂତନ ବ୍ୟବସାୟ ଆରମ୍ଭ କରିବେ । କର୍ମ କ୍ଷେତ୍ରରେ ସାମାନ୍ୟ କଷ୍ଟ ଅନୁଭବ ହେବ ।ସିଂହ- ଦୃଢ଼ ମନା ହୋଇ କାର୍ଯ୍ୟ କରିବେ । ମନ ଅଶାନ୍ତ ହୋଇପାରେ ଭାଷଣରେ ମଧୁରତା ମଧ୍ୟ ରହିବ । ସୁଖ ହାନି ହୋଇପାରେ । ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ଆୟ ଏବଂ ଅଧିକ ଖର୍ଚ୍ଚ ହୋଇପାରେ । ପରିବାରର ସମର୍ଥନ ପାଇବେ । କନ୍ୟା-

ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ, ବ୍ୟବସାୟ ରେ ଅଧିକ ଅର୍ଥ ଲାଭର ଯୋଗ ରହିଛି

ମେଷ- ପଥରୋଧ ହୋଇପାରେ । ଅନାବଶ୍ୟକ କ୍ରୋଧରୁ ଦୂରେଇ ରୁହନ୍ତୁ । ବାର୍ତ୍ତାଳାପରେ ସନ୍ତୁଳନ ବଜାୟ ରଖନ୍ତୁ । ପୁରୁଣା ବନ୍ଧୁଙ୍କୁ ଭେଟି ଖୁସି ହେବେ । ପରିବାରରେ ଧାର୍ମିକ କାର୍ଯ୍ୟ ହେବ। ପୋଷାକ ଉପରେ ଖର୍ଚ୍ଚ ବୃଦ୍ଧି ପାଇବ । ନୂତନ ଆୟର ଉତ୍ସ ସୃଷ୍ଟି ହେବ ।

ବୃଷ- ଉତ୍ତମ ଆୟର ଯୋଗ ରହିଛି । ମନରେ ଉତ୍ଥାନ-ପତନ ହେବ । ଅଦରକାରୀ ବିତର୍କରୁ ଦୂରେଇ ରୁହନ୍ତୁ । ଶିକ୍ଷାଗତ କାର୍ଯ୍ୟଗୁଡ଼ିକର ସୁଖଦ ଫଳାଫଳ ମିଳିବ । ପିତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସାଙ୍ଗମାନଙ୍କ ସମର୍ଥନ ମିଳିବ ।

ମିଥୁନ- କାର୍ଯ୍ୟ ସଫଳ ହେବ । ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବୌଦ୍ଧିକ କାର୍ଯ୍ୟରେ ବ୍ୟସ୍ତତା ବୃଦ୍ଧି ପାଇବ, ଏବଂ ଆୟର ଉତ୍ସ ମଧ୍ୟ ସୃଷ୍ଟି ହେବ । ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ । ସୁସ୍ୱାଦୁ ଖାଦ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ ।

କର୍କଟ- ଅଧିକ ପରିଶ୍ରମ କରିବେ ତଥାପି ଧୈର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କର । ଅଧିକ ଖର୍ଚ୍ଚ ହେବ । ଧାର୍ମିକ ସଙ୍ଗୀତ ପ୍ରତି ଇଚ୍ଛା ବୃଦ୍ଧିପାଇବ । ସାଙ୍ଗମାନଙ୍କ ସହିତ ନୂତନ ବ୍ୟବସାୟ ଆରମ୍ଭ କରିବେ । କର୍ମ କ୍ଷେତ୍ରରେ ସାମାନ୍ୟ କଷ୍ଟ ଅନୁଭବ ହେବ ।

ସିଂହ- ଦୃଢ଼ ମନା ହୋଇ କାର୍ଯ୍ୟ କରିବେ । ମନ ଅଶାନ୍ତ ହୋଇପାରେ ଭାଷଣରେ ମଧୁରତା ମଧ୍ୟ ରହିବ । ସୁଖ ହାନି ହୋଇପାରେ । ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ଆୟ ଏବଂ ଅଧିକ ଖର୍ଚ୍ଚ ହୋଇପାରେ । ପରିବାରର ସମର୍ଥନ ପାଇବେ । 

କନ୍ୟା- ସମୟ କଠିନ, କର୍ମକ୍ଷେତ୍ରରେ ବାରମ୍ବାର ପରିବର୍ତ୍ତନ ଆପଣଙ୍କୁ ଦ୍ୱନ୍ଦରେ ପକାଇପାରେ। ପ୍ରେମ ସମ୍ପର୍କ ପାଇଁ ଏହା ଏକ ଭଲ ସମୟ । ମନ ସାମାନ୍ୟ ଅଶାନ୍ତ ରହିବ। ମନରେ ନକାରାତ୍ମକ ଚିନ୍ତା ଧାରା ଆସିବ ।

ତୁଳା- ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ । ବିବାହିତ ଜୀବନ ଭଲ ରହିବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଫିଟ୍ ଅନୁଭବ କରିବେ । ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସୁଯୋଗ ପାଇବେ । ଛାତ୍ରମାନେ ଭଲ ଫଳାଫଳ ପାଇବେ |

ବିଛା- କର୍ମକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିବ। କିନ୍ତୁ ଆୟ ହ୍ରାସ ହେବାର ମଧ୍ୟ ସମ୍ଭାବନା ଅଛି । କାରବାରରେ ତତ୍ପର ହୁଅନ୍ତୁ ନାହିଁ ।

ଧନୁ- ଆଶା କରିଥିବା ସଫଳତା ପାଇପାରିବେ । ଆପଣଙ୍କର ଆୟ ବୃଦ୍ଧି ପାଇପାରେ । ହଠାତ୍ କୌଣସି ସ୍ଥାନରୁ ଟଙ୍କା ଲାଭ କିମ୍ବା ଉପହାର ଗ୍ରହଣ କରିପାରନ୍ତି । ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ମନ ଖୁସି ରହିବ। 

ମକର- କ୍ୟାରିୟର ଏକ ନୂଆ ଦିଗ ନେବ । କର୍ମ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ । ନୂତନ ନିଯୁକ୍ତ ପାଇଥିବା ବ୍ୟକ୍ତିମାନେ ପ୍ରଗତି ପାଇଁ ସୁଯୋଗ ପାଇବେ । ଆପଣଙ୍କ ପ୍ରେମ ସମ୍ପର୍କ ମଧ୍ୟ ଦୃଢ଼ ହେବ ।

କୁମ୍ଭ- ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଚାକିରିରେ ପଦୋନ୍ନତି ଘଟିବ। ବ୍ୟବସାୟରେ ଅଧିକ ଅର୍ଥ ଲାଭ ର ଯୋଗ ର ହିଛି ।ମନ ସମ୍ମାନ ମିଳିବ । ଭାବିଚିନ୍ତି କାର୍ଯ୍ୟ ନିଷ୍ପତି ନିଅନ୍ତୁ ।

ମୀନ- ଚାକିରି କ୍ଷେତ୍ରରେ ସମ୍ମାନ ଓ ପଦୋନ୍ନତିର ଯୋଗ ରହିଛି। ଗୃହକୁ ବନ୍ଧୁଙ୍କ ଆଗମନ ହୋଇପାରେ । ବ୍ୟବସାୟରେ ଲାଭ ଯୋଗ ରହିଛି। ମିଳୁନଥିବା ଧନ ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ଅମନଯୋଗୀ ହୋଇପାରନ୍ତି।