ଧର୍ମ ପରାୟଣ ମହିଳା ଙ୍କ ପରଲୋକ।

ହାଟଡିହି କାର୍ତ୍ତିକ ମାସ ଟି ହେଉଛି ମାସ ମାନଙ୍କ ମଧ୍ୟରେ ଶ୍ରେଷ୍ଠ। ଏହି ଧର୍ମ ମାସରେ ଗତ ଗୁରୁବାର ଦିନ ତେମଳା ଗାଁ ର ଶ୍ରୀମତୀ ବିଳାସ ମଞ୍ଜରୀ ଜେନା ଙ୍କ ପରଲୋକ ଘଟିଛି। ଯାହାକି ବିଳାସ ମଞ୍ଜରୀ ଥିଲେ ତେମଳା ଗାଁ ର ଜଣେ ମିଷ୍ଠଭାଷୀ, ଓ ଆଧ୍ୟାତ୍ମିକ ଚେତନା ର ମହିଳା। ସେ ଗୁରୁବାର ଦିନ ରାତି ୧.୦୦ଘଟିକା ସମୟ ରେ ପ୍ରାଣ ତ୍ୟାଗ କରିଥିଲେ। ତାଙ୍କର ଶେଷ କୃତ୍ୟ ସଂପନ୍ନ ବେଳେ ପରିବାର […] The post ଧର୍ମ ପରାୟଣ ମହିଳା ଙ୍କ ପରଲୋକ। appeared first on Odisha.News.

ଧର୍ମ ପରାୟଣ ମହିଳା ଙ୍କ ପରଲୋକ।

ହାଟଡିହି କାର୍ତ୍ତିକ ମାସ ଟି ହେଉଛି ମାସ ମାନଙ୍କ ମଧ୍ୟରେ ଶ୍ରେଷ୍ଠ। ଏହି ଧର୍ମ ମାସରେ ଗତ ଗୁରୁବାର ଦିନ ତେମଳା ଗାଁ ର ଶ୍ରୀମତୀ ବିଳାସ ମଞ୍ଜରୀ ଜେନା ଙ୍କ ପରଲୋକ ଘଟିଛି। ଯାହାକି ବିଳାସ ମଞ୍ଜରୀ ଥିଲେ ତେମଳା ଗାଁ ର ଜଣେ ମିଷ୍ଠଭାଷୀ, ଓ ଆଧ୍ୟାତ୍ମିକ ଚେତନା ର ମହିଳା। ସେ ଗୁରୁବାର ଦିନ ରାତି ୧.୦୦ଘଟିକା ସମୟ ରେ ପ୍ରାଣ ତ୍ୟାଗ କରିଥିଲେ। ତାଙ୍କର ଶେଷ କୃତ୍ୟ ସଂପନ୍ନ ବେଳେ ପରିବାର ବର୍ଗ ମଧ୍ୟରେ ଚନ୍ଦ୍ର ଶେଖର ଜେନା, ରମେଶ ଜେନା ଓ ଅନ୍ୟ ମାନଙ୍କ ମଧ୍ୟରେ ନିତ୍ୟାନନ୍ଦ ଜେନା, ବ୍ରହ୍ମାନନ୍ଦ ଜେନା, ସଂଗ୍ରାମ ଜେନା,ସୁବର୍ଣ୍ଣ ଜେନା, ରୁଦ୍ର ଜେନା, ଟୁନିଆ ଜେନା, ଜିତନ ଜେନା, ତପନ ଜେନା ଅରୁ ଜେନା, ଶ୍ରଦ୍ଧା ଜେନା, ଜୟ ପ୍ରକାଶ ଜେନା, ସାଇ ଜେନା, ପ୍ରମୁଖ ଯୋଗ ଦେଇଥିଲେ। ଆଗାମୀ ୦୨ ତାରିଖ ଦଶାହ କ୍ରିୟା ରହି ଥିବା ବେଳେ ୦୩ ତାରିଖ ଦିନ ମହା ପ୍ରସାଦ ପ୍ରଦାନ ବ୍ୟବସ୍ଥା ରହିଛି।

The post ଧର୍ମ ପରାୟଣ ମହିଳା ଙ୍କ ପରଲୋକ। appeared first on Odisha.News.