ଧର୍ମଗଡ଼ ଓକିଲ ସଂଘ ପକ୍ଷରୁ ନବନିର୍ବାଚିତ ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀ ଙ୍କୁ ସମ୍ବର୍ଦ୍ଧନା।
କଲହାଣ୍ଡି:୨୨/୦୬(ସନତ ପ୍ରଧାନୀ) ନବନିର୍ବାଚିତ ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀ ଙ୍କୁ ଧର୍ମଗଡ଼ ଓକିଲ ସଂଘ ପକ୍ଷରୁ ଆଜି ସ୍ଥାନୀୟ କୋର୍ଟ ପରିସରରେ ଆଜି ଭଵ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଓକିଲ ସଂଘ, ମୁନସୀ ସଂଘ ମଧ୍ୟ ନବନିର୍ବାଚିତ ଧର୍ମଗଡ଼ ବିଧାୟକ ଶ୍ରୀ ପଟ୍ଟଯୋଶୀ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ସଙ୍ଘର ସଭାପତି ତୁଷାର ରଞ୍ଜନ ପଟ୍ଟଯୋଶୀ ଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଥଵିର ପ୍ରସାଦ ସାହୁ, ଆଇନଜୀବୀ ଚିନ୍ତାମଣି ପାତ୍ର, ପ୍ରସନ୍ନ ଅଗସ୍ତି, […] The post ଧର୍ମଗଡ଼ ଓକିଲ ସଂଘ ପକ୍ଷରୁ ନବନିର୍ବାଚିତ ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀ ଙ୍କୁ ସମ୍ବର୍ଦ୍ଧନା। appeared first on Odisha.News.

କଲହାଣ୍ଡି:୨୨/୦୬(ସନତ ପ୍ରଧାନୀ)
ନବନିର୍ବାଚିତ ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀ ଙ୍କୁ ଧର୍ମଗଡ଼ ଓକିଲ ସଂଘ ପକ୍ଷରୁ ଆଜି ସ୍ଥାନୀୟ କୋର୍ଟ ପରିସରରେ ଆଜି ଭଵ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଓକିଲ ସଂଘ, ମୁନସୀ ସଂଘ ମଧ୍ୟ ନବନିର୍ବାଚିତ ଧର୍ମଗଡ଼ ବିଧାୟକ ଶ୍ରୀ ପଟ୍ଟଯୋଶୀ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ସଙ୍ଘର ସଭାପତି ତୁଷାର ରଞ୍ଜନ ପଟ୍ଟଯୋଶୀ ଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଥଵିର ପ୍ରସାଦ ସାହୁ, ଆଇନଜୀବୀ ଚିନ୍ତାମଣି ପାତ୍ର, ପ୍ରସନ୍ନ ଅଗସ୍ତି, ପ୍ରଦୀପ ଦାସ, ଦେବି ପ୍ରସାଦ ମିଶ୍ର, ଆଦିତ୍ୟ କୁମାର ପଣ୍ଡା, ଲିଙ୍ଗରାଜ ବେହେରା, ସନ୍ତୋଷ ମେହେର, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ରାଜେନ୍ଦ୍ର ମୁନି ପ୍ରମୁଖ ଉପସ୍ଥିତ ଥିଲେ।
The post ଧର୍ମଗଡ଼ ଓକିଲ ସଂଘ ପକ୍ଷରୁ ନବନିର୍ବାଚିତ ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀ ଙ୍କୁ ସମ୍ବର୍ଦ୍ଧନା। appeared first on Odisha.News.