ଧସିଲା ଖଣି: ମାଟିତଳେ ପୋତିହେଲା ଲକ୍ଷଲକ୍ଷ ଟଙ୍କାର ଗାଡ଼ି

କାଳିଆପାଣି, ୮।୧୨(ଅସିତ ମହାନ୍ତ): କ୍ରୋମନଗର କାଳିଆପାଣି ଖଣି ଅଞ୍ଚଳରେ କାର୍ଯ୍ୟରତ ବାଲେଶ୍ୱର ଖଣିରେ ରବିବାର ସକାଳ ଶସମୟରେ ଖଣି ଧସଛି।  ଏଥିରେ  ୨ ଟି ମାଟି ଖୋଳା ମେଶିନ ଓ ୩ ଟି ଡ୍ରମ୍ଫର ମାଟି ତଳେ ପୋତି ହୋଇ ପଡିଥିବା ଜଣାପଡ଼ିଛି । ସୂଚନାଅନୁଯାୟୀ, ଯାଜପୁର ଜଲାର ସୁକିନ୍ଦା କ୍ରୋମାଇଟ ଖଣି ଅଞ୍ଚଳରେ କାର୍ଯ୍ୟରତ ବାଲେଶ୍ୱର ଆଲାଏଜ ଖଣିରେ ଦୀର୍ଘଶଦିନ ହେବ ଅସୁରକ୍ଷିତ ଭାବେ ଖଣି ଖୋଳା କାର୍ଯ୍ୟ କରି ଆସୁଥିଲା। ରବିବାର ଦିନ ସକାଳୁ […] The post ଧସିଲା ଖଣି: ମାଟିତଳେ ପୋତିହେଲା ଲକ୍ଷଲକ୍ଷ ଟଙ୍କାର ଗାଡ଼ି appeared first on Dharitri Odia News.

ଧସିଲା ଖଣି: ମାଟିତଳେ ପୋତିହେଲା ଲକ୍ଷଲକ୍ଷ ଟଙ୍କାର ଗାଡ଼ି
କାଳିଆପାଣି, ୮।୧୨(ଅସିତ ମହାନ୍ତ): କ୍ରୋମନଗର କାଳିଆପାଣି ଖଣି ଅଞ୍ଚଳରେ କାର୍ଯ୍ୟରତ ବାଲେଶ୍ୱର ଖଣିରେ ରବିବାର ସକାଳ ଶସମୟରେ ଖଣି ଧସଛି।  ଏଥିରେ  ୨ ଟି ମାଟି ଖୋଳା ମେଶିନ ଓ ୩ ଟି ଡ୍ରମ୍ଫର ମାଟି ତଳେ ପୋତି ହୋଇ ପଡିଥିବା ଜଣାପଡ଼ିଛି ।
ସୂଚନାଅନୁଯାୟୀ, ଯାଜପୁର ଜଲାର ସୁକିନ୍ଦା କ୍ରୋମାଇଟ ଖଣି ଅଞ୍ଚଳରେ କାର୍ଯ୍ୟରତ ବାଲେଶ୍ୱର ଆଲାଏଜ ଖଣିରେ ଦୀର୍ଘଶଦିନ ହେବ ଅସୁରକ୍ଷିତ ଭାବେ ଖଣି ଖୋଳା କାର୍ଯ୍ୟ କରି ଆସୁଥିଲା। ରବିବାର ଦିନ ସକାଳୁ ଖଣି କାର୍ଯ୍ୟ ଚାଲୁ ରଖିଥିବା ବେଳେ ଅଚାନକ ଖଣି ଧସି ମାଟି ଖଣି ଭିତରକୁ ଚାଲି ଯାଇଥିଲା । ଯାହା ଫଳରେ ସେଠାରେ ଥିବା ୩ ଟି ଡ୍ରମ୍ଫର ୨ ମେଶିିନ  ପୋତି ହୋଇ ଯାଇଥିଲା । ସେଥିରେ ଥିବା ଚାଳକଙ୍କୁ ଉଦ୍ଧାର କରାଯାଇ ଡାକ୍ତର ଖାନାକୁ ପଠାଯାଇଛି ।ଏେ ନଇ ଖଣିର ଉପସଭାପତି ସୁଧାଂଶୁ ପାଟନିଙ୍କୁ ଯୋଗା ଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳି ପାରିନଥିଲା।

The post ଧସିଲା ଖଣି: ମାଟିତଳେ ପୋତିହେଲା ଲକ୍ଷଲକ୍ଷ ଟଙ୍କାର ଗାଡ଼ି appeared first on Dharitri Odia News.