ଧାନ ମଣ୍ଡିରେ ଲୋକଙ୍କ ଦୁଃଖ ବୁଝିବେ କଣ । ଲଣ୍ଡା ମୁଣ୍ଡକୁ ମାରି ଫଟେଇଦେଲେ ସରକାରୀ ଅଧିକାରୀ ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କୁଲୁତା ଯୋର ଠାରେ ଅବସ୍ଥିତ PACSରେ ଘଟିଛି ଅଭାବନୀୟ ଘଟଣା l ଚାଷୀ ଧାନ ବିକ୍ରୟ କରିବାକୁ ଯାଇ ଚାଷୀ ଉପରକୁ ହେଇଚି ମରଣାତ୍ମକ ଆକ୍ରମଣ | ଆକ୍ରମଣ କରିଥିବା ନିଜେ ଅଫିସ କର୍ମଚାରୀ ବୋଲି ଜଣା ପଡିଛ