ଧାନମଣ୍ଡି ବୁଲିଲେ ଜିଲାପାଳ, ଭିତ୍ତିଭୂମି ନେଇ କହିଲେ…

କର୍ଲାମୁଣ୍ଡା:୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲାପାଳ ସଚିନ ପାୱାର ଗୁରୁବାର କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଧାନମଣ୍ଡି ପରିଦର୍ଶନ କରିଛନ୍ତି। ଏହି ଅବସରରେ ଜିଲାପାଳଙ୍କ ସହ ଭବାନୀପାଟଣା ଉପଜିଲାପାଳ ପ୍ରଭାତ କୁମାର ପରିଡ଼ା, କର୍ଲାମୁଣ୍ଡା ବିଡିଓ ମଣ୍ଟୁ ଖମାରୀ, ତହସିଲଦାର ଅରୁଣ ବର୍ଗେ ପ୍ରମୁଖ ବ୍ଲକର ସ.ମାଲପଡା, କର୍ଲାମୁଣ୍ଡା, ରିଂଜା ଓ ଜୋରାଡବରା ଧାନମଣ୍ଡିରେ ପହଞ୍ଚି ମଣ୍ଡି ପାଇଁ ଆବଶ୍ୟକ ଭିତ୍ତିଭୂମି ଉପରେ ପ୍ରାଥମିକ କୃଷି ସମବାୟ ସମିତିର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ। ଜିଲାପାଳ ବିଭିନ୍ନ ମଣ୍ଡି […] The post ଧାନମଣ୍ଡି ବୁଲିଲେ ଜିଲାପାଳ, ଭିତ୍ତିଭୂମି ନେଇ କହିଲେ… appeared first on Dharitri Odia News.

ଧାନମଣ୍ଡି ବୁଲିଲେ ଜିଲାପାଳ, ଭିତ୍ତିଭୂମି ନେଇ କହିଲେ…

କର୍ଲାମୁଣ୍ଡା:୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲାପାଳ ସଚିନ ପାୱାର ଗୁରୁବାର କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଧାନମଣ୍ଡି ପରିଦର୍ଶନ କରିଛନ୍ତି। ଏହି ଅବସରରେ ଜିଲାପାଳଙ୍କ ସହ ଭବାନୀପାଟଣା ଉପଜିଲାପାଳ ପ୍ରଭାତ କୁମାର ପରିଡ଼ା, କର୍ଲାମୁଣ୍ଡା ବିଡିଓ ମଣ୍ଟୁ ଖମାରୀ, ତହସିଲଦାର ଅରୁଣ ବର୍ଗେ ପ୍ରମୁଖ ବ୍ଲକର ସ.ମାଲପଡା, କର୍ଲାମୁଣ୍ଡା, ରିଂଜା ଓ ଜୋରାଡବରା ଧାନମଣ୍ଡିରେ ପହଞ୍ଚି ମଣ୍ଡି ପାଇଁ ଆବଶ୍ୟକ ଭିତ୍ତିଭୂମି ଉପରେ ପ୍ରାଥମିକ କୃଷି ସମବାୟ ସମିତିର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ। ଜିଲାପାଳ ବିଭିନ୍ନ ମଣ୍ଡି ପରିଦର୍ଶନ ସମୟରେ ସମବାୟ ସମିତିର ସଭାପତି, ନିର୍ଦ୍ଦେଶକ, ସମ୍ପାଦକ ତଥା ଚାଷୀମାନେ ଉପସ୍ଥିତ ଥିଲେ।

The post ଧାନମଣ୍ଡି ବୁଲିଲେ ଜିଲାପାଳ, ଭିତ୍ତିଭୂମି ନେଇ କହିଲେ… appeared first on Dharitri Odia News.