ଧାମନଗରରେ ନେତାଙ୍କ ମୁଖା ଖୋଲିଦେଲେ ଜନତା
ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀରେ କେମିତି ରହିଛି ଲୋକଙ୍କ ମୁଡ୍ ଓ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ ?
ନେତାଙ୍କ ଅସଲ ଚେହେରାକୁ ପଦାରେ ପକାଇଲେ ଭୋଟର । ଭୋଟ ପୂର୍ବରୁ ଜମୁଛି ଖଟି । ଉପ-ନିର୍ବାଚନରେ ହାରିଲା ବିଜେଡି, କର୍ମୀ କହିଦେଲେ କଣ ପାଇଁ ହାରିଲା ଦଳ ? ସେପଟେ ବିଧାୟକ ହେବାପରେ ସୂର୍ଯ୍ୟବଂଶୀ କିଛି କରିନଥିବା ଅଭିଯୋଗ ଆଣିଲେ ବିଜେଡି କର୍ମୀ । ସେହିଭଳି ବିଜେପି କର୍ମୀ କହିଲେ ଯାହା କରିଛନ୍ତି ସୂର୍ଯ୍ୟବଂଶୀ ସୂରଜ । ଦେଖନ୍ତୁ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗାଁ ଗାଁରେ ପଲିଟିକାଲ ଖଟି।