ଧୁମଧାମରେ ପାଳନ ହେଲା ଜମନକିରା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ଆଦର୍ଶ ବିଦ୍ୟାଳୟରେ ଆଜି ଅଧ୍ୟକ୍ଷ କେ. ସି. ନନ୍ଦଙ୍କ ଅଧ୍ୟକ୍ଷତାରେ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଇ କାର୍ଯ୍ୟକ୍ରମରେ ବାମରା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ୍ୟା ପ୍ରଗତି ହରିପାଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ବଡରମା ସରପଞ୍ଚ ବିଜୟ ନାଏକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଙ୍ଗାଧର ନାୟକ ଏବଂ ଜମନକିରା ଡିଗ୍ରୀ କଲେଜ ଅଧ୍ୟକ୍ଷ ସନମାନିତ ଅତିଥି ଭାବେ ଯୋଗ ଦେଇ ଛତ୍ରିଛାତ୍ର ଙ୍କୁ ଉସହିତ କରିଥିଲେ। ପୂର୍ବରୁ […] The post ଧୁମଧାମରେ ପାଳନ ହେଲା ଜମନକିରା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ appeared first on Odisha.News.

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ଆଦର୍ଶ ବିଦ୍ୟାଳୟରେ ଆଜି ଅଧ୍ୟକ୍ଷ କେ. ସି. ନନ୍ଦଙ୍କ ଅଧ୍ୟକ୍ଷତାରେ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।
ଏଇ କାର୍ଯ୍ୟକ୍ରମରେ ବାମରା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ୍ୟା ପ୍ରଗତି ହରିପାଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ବଡରମା ସରପଞ୍ଚ ବିଜୟ ନାଏକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଙ୍ଗାଧର ନାୟକ ଏବଂ ଜମନକିରା ଡିଗ୍ରୀ କଲେଜ ଅଧ୍ୟକ୍ଷ ସନମାନିତ ଅତିଥି ଭାବେ ଯୋଗ ଦେଇ ଛତ୍ରିଛାତ୍ର ଙ୍କୁ ଉସହିତ କରିଥିଲେ।
ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ପରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ କୁ ଭରାପ୍ରାପ୍ତ ଅଧକ୍ଷ ଅଜିତ ନାଏକ ପରିଚାଳନା କରିଥିଲେ।
The post ଧୁମଧାମରେ ପାଳନ ହେଲା ଜମନକିରା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ appeared first on Odisha.News.