ନଗେନ୍ଦ୍ରଙ୍କ ପ୍ରାଥୀତ୍ୱକୁ ସ୍ୱାଗତ:ମିଠା ବାଣ୍ଟି ବାଣ ଫୁଟାଇଲେ
ସମ୍ବଲପୁର:ଆଜି ଜ଼ିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟରେ କଂଗ୍ରେସ କର୍ମୀ ମାନେ ସମ୍ବଲପୁର ଲୋକସଭା କଂଗ୍ରେସ ପ୍ରାର୍ଥୀ ନଗେନ୍ଦ୍ର କୁମାର ପ୍ରଧାନଙ୍କ ପ୍ରାଥୀତ୍ୱ କୁ ସ୍ୱାଗତ କରିଥିଲେ I ତାଙ୍କ ପ୍ରାଥୀତ୍ୱ କୁ ନେଇ କର୍ମୀ ମହଲରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା I କର୍ମୀ ମାନେ ଏକ ସ୍ୱର ରେ ନଗେନ୍ଦ୍ର ପ୍ରଧାନ ଙ୍କୁ ବିପୁଳ ଭୋଟ ବ୍ୟବଧାନ ରେ ବିଜୟୀ କରିବାକୁ ଶପଥ ନେଇଥିଲେ I କର୍ମୀ ମାନେ ଫଟକା ଫୁଟାଇବା ସହିତ ମିଠା ବାଣ୍ଟି […] The post ନଗେନ୍ଦ୍ରଙ୍କ ପ୍ରାଥୀତ୍ୱକୁ ସ୍ୱାଗତ:ମିଠା ବାଣ୍ଟି ବାଣ ଫୁଟାଇଲେ appeared first on Odisha.News.
ସମ୍ବଲପୁର:ଆଜି ଜ଼ିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟରେ କଂଗ୍ରେସ କର୍ମୀ ମାନେ ସମ୍ବଲପୁର ଲୋକସଭା କଂଗ୍ରେସ ପ୍ରାର୍ଥୀ ନଗେନ୍ଦ୍ର କୁମାର ପ୍ରଧାନଙ୍କ ପ୍ରାଥୀତ୍ୱ କୁ ସ୍ୱାଗତ କରିଥିଲେ I ତାଙ୍କ ପ୍ରାଥୀତ୍ୱ କୁ ନେଇ କର୍ମୀ ମହଲରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା I କର୍ମୀ ମାନେ ଏକ ସ୍ୱର ରେ ନଗେନ୍ଦ୍ର ପ୍ରଧାନ ଙ୍କୁ ବିପୁଳ ଭୋଟ ବ୍ୟବଧାନ ରେ ବିଜୟୀ କରିବାକୁ ଶପଥ ନେଇଥିଲେ I କର୍ମୀ ମାନେ ଫଟକା ଫୁଟାଇବା ସହିତ ମିଠା ବାଣ୍ଟି ଖୁସି ବ୍ୟକ୍ତ କରିଥିଲେ I ଜ଼ିଲ୍ଲା ସଭାପତି ଜୟ ଶଙ୍କର ମିଶ୍ର ଙ୍କ ସମେତ ବରିଷ୍ଠ କଂଗ୍ରେସ କର୍ମୀ ଅମରେନ୍ଦ୍ର ରାୟଗୁରୁ, ନିରଞ୍ଜନ ତ୍ରିପାଠୀ, ଗୋବିନ୍ଦ ମିଶ୍ର, ମହିଳା କଂଗ୍ରେସ ସଭାପତି ବିଜୟ ଲଷ୍ମୀ ବେହେରା, ମୋହନ ସାହା, ସଂଜୟ ନାୟକ, ଗୀତା ନାଗ, ଅଭିରାମ ପଟେଲ, ସଞ୍ଜୟ ନାୟକ, ସଚ୍ଚିଦାନନ୍ଦ ତ୍ରିପାଠୀ, ଏମଡି ଜୁବେର, ରାଜକିଶୋର ହୋଣ୍ଡା, ଏମଡି ସାକୁ, ସୀମା ମହିସା, ରୁବି ମନ୍ଦୋଦରୀ, ସାବିତ୍ରୀ କୁମୁରା ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ I
The post ନଗେନ୍ଦ୍ରଙ୍କ ପ୍ରାଥୀତ୍ୱକୁ ସ୍ୱାଗତ:ମିଠା ବାଣ୍ଟି ବାଣ ଫୁଟାଇଲେ appeared first on Odisha.News.