ଧୋନୀଙ୍କ ଜନ୍ମ ଦିନରେ ଏମିତି ବ୍ୟବହାର ଦେଖାଇଲେ ସ୍ତ୍ରୀ, ଆଶ୍ଚର୍ଯ୍ୟ ହୋଇଗଲେ …
ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ସେ ୭ ଜୁଲାଇ ୧୯୮୧ ମସିହାରେ ଉତ୍ତରାଖଣ୍ଡ ଲାୱଲିରେ ଜନ୍ମଗ୍ରହଣ କରିଥିଲେ। ଛୋଟବେଳୁ ଫୁଟବଲ୍ରେ ରୁଚି ରଖୁଥିବା ଧୋନୀ ବିଶ୍ୱ କ୍ରିକେଟରେ ଜଣେ ପରିଚିତ ନାଁ। ଧୋନୀ ତାଙ୍କ ଘରେ ଖୁବ କମ ଅତିଥିଙ୍କ ସହ ଜନ୍ମିଦନ ପାଳନ କରିଛନ୍ତି। ଏ ନେଇ ଏକ ଭିଡିଓ […] The post ଧୋନୀଙ୍କ ଜନ୍ମ ଦିନରେ ଏମିତି ବ୍ୟବହାର ଦେଖାଇଲେ ସ୍ତ୍ରୀ, ଆଶ୍ଚର୍ଯ୍ୟ ହୋଇଗଲେ … appeared first on Dharitri Odia News.
The post ଧୋନୀଙ୍କ ଜନ୍ମ ଦିନରେ ଏମିତି ବ୍ୟବହାର ଦେଖାଇଲେ ସ୍ତ୍ରୀ, ଆଶ୍ଚର୍ଯ୍ୟ ହୋଇଗଲେ … appeared first on Dharitri Odia News.