ନକଲି DSP ସାଙ୍ଗେ ନକଲି କନଷ୍ଟେବଳ
ନକଲି DSP ସାଙ୍ଗେ ନକଲି କନଷ୍ଟେବଳ। ରାଜଧାନୀରେ ବୁଲୁଛନ୍ତି ନକଲି ପୋଲିସ୍ ପୋଲିସ୍ ଅଧିକାରୀ। ଖାଲି ସେତିକି ନୁହେଁ, ଜାଲ୍ ନୋଟ୍ କାରବାରରେ ବି ସଂପୃକ୍ତ ଥିଲେ। ଆଉ ଚାକିରି ଦେବା ନାଁରେ ଲୋକଙ୍କୁ ଲଗାଉଥିଲେ ଚୂନ। କମିଶନରେଟ୍ ପୋଲିସ ଏମିତି ଦୁଇ ଠକଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଉଭୟଙ୍କ ଠାରୁ ପ୍ରାୟ ୨ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ମଧ୍ୟ ଜବତ ହୋଇଛି।...