Schools Remain Close: ଆସନ୍ତା ୨୦ରେ ଦୁଇ ସହରରେ ବନ୍ଦ ରହିବ ସ୍କୁଲ

ଆସନ୍ତା ୨୦ରେ ଟ୍ୱିନ ସିଟିରେ ବନ୍ଦ ରହିବ ସ୍କୁଲ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ଦୃଷ୍ଟିରୁ ଟ୍ରାଫିକ୍‌ ସମସ୍ୟା ଆଶଙ୍କା କରି ସେଦିନ ଭୁବନେଶ୍ୱର ଓ କଟକରେ ସ୍କୁଲ ଛୁଟି ରଖିବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ ।

Schools Remain Close: ଆସନ୍ତା ୨୦ରେ ଦୁଇ ସହରରେ ବନ୍ଦ ରହିବ ସ୍କୁଲ
Array