ନକଲି ଗୁଟ୍ଖା କାରଖାନାରେ ଚଢାଉ, ଗୋଟେ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ
ବ୍ରହ୍ମପୁର ୧୯।୦୯ : ଗୁଟ୍ଖା କମ୍ପାନୀରେ ଚଢାଉ । ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ବଡ଼ଧରଣର ଚଢାଉ କରିଛି ପୋଲିସ । ଏହି ଚଢାଉରେ ବିପୁଳ ପରିମାଣର ଗୁଟ୍ଖା ଜବତ ହୋଇଛି । ଖବର ଅନୁଯାୟୀ, ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ଏକ ବଡ଼ଧରଣ ନକଲି ଗୁଟ୍ଖା କାରଖାନା ଚାଲିଥିଲା । ଯାହାର ଖବର ପାଇ ଗୁରୁବାର ସକାଳୁ ସକାଳୁ ପୋଲିସର ଏକ ଟିମ୍ ଗୁଟ୍ଖା କାରଖାନାରେ ଚଢାଉ କରିଥିଲା । ଏହି ଚଢାଉରେ ପୋଲିସକୁ ବିପୁଳ ପରିମାଣର ଗୁଟ୍ଖା ଜବତ ହୋଇଛି । ତେବେ ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ବ୍ରହ୍ମପୁର ୧୯।୦୯ : ଗୁଟ୍ଖା କମ୍ପାନୀରେ ଚଢାଉ । ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ବଡ଼ଧରଣର ଚଢାଉ କରିଛି ପୋଲିସ । ଏହି ଚଢାଉରେ ବିପୁଳ ପରିମାଣର ଗୁଟ୍ଖା ଜବତ ହୋଇଛି ।
ଖବର ଅନୁଯାୟୀ, ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ଏକ ବଡ଼ଧରଣ ନକଲି ଗୁଟ୍ଖା କାରଖାନା ଚାଲିଥିଲା । ଯାହାର ଖବର ପାଇ ଗୁରୁବାର ସକାଳୁ ସକାଳୁ ପୋଲିସର ଏକ ଟିମ୍ ଗୁଟ୍ଖା କାରଖାନାରେ ଚଢାଉ କରିଥିଲା । ଏହି ଚଢାଉରେ ପୋଲିସକୁ ବିପୁଳ ପରିମାଣର ଗୁଟ୍ଖା ଜବତ ହୋଇଛି । ତେବେ ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।