ନକଲି ତେଲ କାରଖାନାରେ ଚଢାଉ, ଅପମିଶ୍ରିତ ତେଲ ଜବତ
ବ୍ରହ୍ମପୁର : ବ୍ରହ୍ମପୁର ବଡ ବଜାରରେ ନକଲି ତେଲ ଫ୍ୟାକ୍ଟ୍ରି ଉପରେ ଚଢାଉ ହୋଇଛି । କାରଖାନାରେ ନକଲି ତେଲ ପ୍ରସ୍ତୁତ ହେଉଥିବା ସୂଚନା ମିଳିବା ପରେ ଚଢାଉ କରାଯାଇଥିଲା । ଫ୍ୟାକ୍ଟ୍ରିରୁ ଅପମିଶ୍ରିତ ତେଲ ଜବତ ହୋଇଛି । ଏକ ନାମୀଦାମୀ ନଡିଆ ତେଲ ଡବାର ଲୋଗୋ ବ୍ୟବହାର କରି ନକଲି ତେଲ ପ୍ରସ୍ତୁତ ହେଉଥିଲା । ଏନେଇ ଅଧିକ ଯାଞ୍ଚ ଚାଲିଛି ।