ନକ୍ସଲ ଆଇଡି ବିସ୍ଫୋରଣରେ ୨ ଯବାନ ଶହୀଦ

ସୁକମା,୨୩।୬: ଛତିଶଗଡର ନକ୍ସଲ ପ୍ରଭାବିତ ଜିଲା ସୁକମାରେ ରବିବାର ଏକ ବଡ଼ ଘଟଣା ଘଟିଛି। ଏଠାରେ ନକ୍ସଲ ଆଇଡି ବିସ୍ଫୋରଣରେ ୨ ଯବାନ ଶହୀଦ ହୋଇଛନ୍ତି। ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି, ନକ୍ସଲମାନଙ୍କ ଦ୍ୱାରା ଲଗାଯାଇଥିବା ଆଇଡି ବିସ୍ଫୋରଣରେ ସିଆର୍‌ପିଏଫ୍‌ କୋବ୍ରା ୨୦୧ ବାଟାଲିୟନର ଦୁଇଜଣ ସୈନିକ ଶହୀଦ ହୋଇଛନ୍ତ। ଜାଗରଗୁଣ୍ଡା ପୋଲିସ ଷ୍ଟେଶନ ଅଧୀନରେ ସିଲଗର ଏବଂ ଟେକୁଲାଗୁଡେମ ମଧ୍ୟରେ ଏହି ବିସ୍ଫୋରଣ ଘଟ The post ନକ୍ସଲ ଆଇଡି ବିସ୍ଫୋରଣରେ ୨ ଯବାନ ଶହୀଦ appeared first on Dharitri Odia News.

ନକ୍ସଲ ଆଇଡି ବିସ୍ଫୋରଣରେ ୨ ଯବାନ ଶହୀଦ

ସୁକମା,୨୩।୬: ଛତିଶଗଡର ନକ୍ସଲ ପ୍ରଭାବିତ ଜିଲା ସୁକମାରେ ରବିବାର ଏକ ବଡ଼ ଘଟଣା ଘଟିଛି। ଏଠାରେ ନକ୍ସଲ ଆଇଡି ବିସ୍ଫୋରଣରେ ୨ ଯବାନ ଶହୀଦ ହୋଇଛନ୍ତି। ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି, ନକ୍ସଲମାନଙ୍କ ଦ୍ୱାରା ଲଗାଯାଇଥିବା ଆଇଡି ବିସ୍ଫୋରଣରେ ସିଆର୍‌ପିଏଫ୍‌ କୋବ୍ରା ୨୦୧ ବାଟାଲିୟନର ଦୁଇଜଣ ସୈନିକ ଶହୀଦ ହୋଇଛନ୍ତ। ଜାଗରଗୁଣ୍ଡା ପୋଲିସ ଷ୍ଟେଶନ ଅଧୀନରେ ସିଲଗର ଏବଂ ଟେକୁଲାଗୁଡେମ ମଧ୍ୟରେ ଏହି ବିସ୍ଫୋରଣ ଘଟ

The post ନକ୍ସଲ ଆଇଡି ବିସ୍ଫୋରଣରେ ୨ ଯବାନ ଶହୀଦ appeared first on Dharitri Odia News.