ନଣନ୍ଦ କୁ ଦଶହରା ପାଇଁ ଡାକିବାକୁ ଯାଇ ବାଇକ୍ ରୁ ପଡ଼ି ମହିଳା ମୃତ

ଜମନକିରା : ଜମନକିରା ବ୍ଲକ ଟଙ୍ଗାରମାଳ ଗାଁର ମାନସ ମହାନନ୍ଦ ଆଜି ନିଜ ଭଉଣି କୁ ଦଶହରା ପୂଜା ପାଇଁ ଡାକିବାକୁ ନିଜ ସ୍ତ୍ରୀ ଓ ଦୁଇ ପିଲା ଙ୍କ ସହ ବାଇକ୍ ରେ ଦେବଗଡ ଜିଲ୍ଲା ତିଲେଇବାଣି ବ୍ଲକ ଲୁଢ଼ର ଗାଁକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ରାସ୍ତାରେ ହୁମ୍ପସ ଥିବା ଯୋଗୁଁ ବ୍ରେକ ମାରିଥିଲେ। ଫଳରେ ପଛ ସିଟ ରେ ବସିଥିବା ତାଙ୍କ ସ୍ତ୍ରୀ ରାସ୍ତାରେ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ […] The post ନଣନ୍ଦ କୁ ଦଶହରା ପାଇଁ ଡାକିବାକୁ ଯାଇ ବାଇକ୍ ରୁ ପଡ଼ି ମହିଳା ମୃତ appeared first on Odisha.News.

ନଣନ୍ଦ କୁ ଦଶହରା ପାଇଁ ଡାକିବାକୁ ଯାଇ ବାଇକ୍ ରୁ ପଡ଼ି ମହିଳା ମୃତ

ଜମନକିରା : ଜମନକିରା ବ୍ଲକ ଟଙ୍ଗାରମାଳ ଗାଁର ମାନସ ମହାନନ୍ଦ ଆଜି ନିଜ ଭଉଣି କୁ ଦଶହରା ପୂଜା ପାଇଁ ଡାକିବାକୁ ନିଜ ସ୍ତ୍ରୀ ଓ ଦୁଇ ପିଲା ଙ୍କ ସହ ବାଇକ୍ ରେ ଦେବଗଡ ଜିଲ୍ଲା ତିଲେଇବାଣି ବ୍ଲକ ଲୁଢ଼ର ଗାଁକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ରାସ୍ତାରେ ହୁମ୍ପସ ଥିବା ଯୋଗୁଁ ବ୍ରେକ ମାରିଥିଲେ। ଫଳରେ ପଛ ସିଟ ରେ ବସିଥିବା ତାଙ୍କ ସ୍ତ୍ରୀ ରାସ୍ତାରେ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗୁଥିଲା। ତାଙ୍କୁ ବୁର୍ଲା ଡାକ୍ତରଖାନା କୁ ନିଆ ଯାଇଥିବା ବେଳେ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଏନେଇ କୌଣସି ଥାନାରେ ଏତଲା ଦାୟର ହୋଇନଥିବା ଜଣାଯାଇଛି।

The post ନଣନ୍ଦ କୁ ଦଶହରା ପାଇଁ ଡାକିବାକୁ ଯାଇ ବାଇକ୍ ରୁ ପଡ଼ି ମହିଳା ମୃତ appeared first on Odisha.News.