ନତାଶାଙ୍କୁ ୩ଥର ବିବାହ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଜାଣନ୍ତୁ କେମିତି
ନୂଆଦିଲ୍ଲୀ,୧୯।୭: ଭାରତୀୟ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସର୍ବିଆ ମଡେଲ ନତାଶା ଷ୍ଟାନକୋଭିକ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ଉଭୟ ସେମାନଙ୍କ ପ୍ରଶଂସକଙ୍କୁ ସେମାନଙ୍କ ଅଲଗା ବିଷୟରେ ସୂଚନା ଦେଇଛନ୍ତି। ଉଭୟ ନିଜ ସମ୍ପର୍କ ବିଷୟରେ ଦୀର୍ଘ ସମୟ ଧରି ଚର୍ଚ୍ଚାରେ ଥିଲେ କିନ୍ତୁ ଉଭୟ ହାର୍ଦ୍ଦିକ ଏବଂ ନତାଶା ଏହା ଉପରେ ନୀରବ ରହିଥିଲେ। ନତାଶା ସର୍ବିଆ ଯିବାପରେ ହାର୍ଦ୍ଦିକଙ୍କଠାରୁ ଅଲଗା ହେବା ବିଷୟରେ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି। […] The post ନତାଶାଙ୍କୁ ୩ଥର ବିବାହ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଜାଣନ୍ତୁ କେମିତି appeared first on Dharitri Odia News.
ନୂଆଦିଲ୍ଲୀ,୧୯।୭: ଭାରତୀୟ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସର୍ବିଆ ମଡେଲ ନତାଶା ଷ୍ଟାନକୋଭିକ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ଉଭୟ ସେମାନଙ୍କ ପ୍ରଶଂସକଙ୍କୁ ସେମାନଙ୍କ ଅଲଗା ବିଷୟରେ ସୂଚନା ଦେଇଛନ୍ତି। ଉଭୟ ନିଜ ସମ୍ପର୍କ ବିଷୟରେ ଦୀର୍ଘ ସମୟ ଧରି ଚର୍ଚ୍ଚାରେ ଥିଲେ କିନ୍ତୁ ଉଭୟ ହାର୍ଦ୍ଦିକ ଏବଂ ନତାଶା ଏହା ଉପରେ ନୀରବ ରହିଥିଲେ। ନତାଶା ସର୍ବିଆ ଯିବାପରେ ହାର୍ଦ୍ଦିକଙ୍କଠାରୁ ଅଲଗା ହେବା ବିଷୟରେ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି।
ହାର୍ଦ୍ଦିକ-ନତାଶା ୨୦୨୦ରେ ଏକ ଇଣ୍ଟିମେଟ୍ ବିବାହ କରିଥିଲେ। ପୁଅର ଜନ୍ମ ପରେ ପୁଣି ବିବାହ କରିଥିଲେ। ଏହି ବିବାହ ଦୁଇଟି ରୀତିନୀତି ଅନୁଯାୟୀ ହୋଇଥିଲା। ପୁଅର ଜନ୍ମର ତିନି ବର୍ଷ ପରେ, ୨୦୨୩ରେ, ନତାଶା ଏବଂ ହାର୍ଦ୍ଦିକ ପୁନର୍ବାର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ବିବାହ ଅତି ସରଳ ଢଙ୍ଗରେ ଅନୁଷ୍ଠିତ ହୋଇଥିଲା, ସେଥିପାଇଁ ଉଭୟ ଗ୍ରାଣ୍ଡ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ସମସ୍ତ ବିବାହ କାର୍ଯ୍ୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
The post ନତାଶାଙ୍କୁ ୩ଥର ବିବାହ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଜାଣନ୍ତୁ କେମିତି appeared first on Dharitri Odia News.