ନଦୀ, ନାଳର ଜଳସ୍ତର କମିଛି, ଗ୍ରାଉଣ୍ଡ ଓ୍ବାଟର ରିଚାର୍ଜ ଆବଶ୍ୟକତା ରହିଛି
ଭୁବନେଶ୍ବର ୧୩।୫: ରାଜ୍ୟରେ ପାନୀୟ ଜଳର ସଙ୍କଟ । ପାନୀୟ ଜଳ ଚିନ୍ତାଜନକ ବିଷୟ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ କହିଛନ୍ତି । ବିଭିନ୍ନ ଅଞ୍ଚଳର ନଦୀ ନାଳ ଶୁଖି ଯାଇଛି । ଗତବର୍ଷ କମ୍ ବର୍ଷା ହୋଇଛି । ଏଥର ସରକାରଙ୍କ ତରଫରୁ ଚାଷୀଙ୍କୁ ଇନ୍ପୁଟ୍ ସବସିଡି ୩୧୦୦ ଟଙ୍କା ଦିଆଯାଇଛି । ଚାଷୀ ଏହି ଅର୍ଥରେ ଧାନ ଚାଷ କଲେ । ଚାଷ ପାଇଁ ନଦୀ ନାଳରୁ ପାଣି ଆସିଛି । ଯେଉଁଥି ପାଇଁ ଜଳସ୍ତର କମିଯାଇଛି । ଗ୍ରାଉଣ୍ଡ ଓ୍ବାଟର ରିଚାର୍ଜ ଆବଶ୍ୟକତା ରହିଛି । ନଳକୂପରୁ ବି ପାଣି ବାହାରୁନାହିଁ । ୧୦ ହଜାର ୬ ଶହଟି ନଳକୂପ ଖୋଳା ସରିଛି । ଖୋଳିବା ପାଇଁ ଯନ୍ତ୍ରାଂଶ ଅଭାବ ଅଛି । ସେପଟେ ପାନୀୟ ଜଳର ଅଭାବ ଅଛି । ସରପଞ୍ଚଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେଉଁଠି ଜଳାଭାବ ଥିବ ସେଠାରେ ଜଳ ଯୋଗାଇ ଦେବେ । ବିଡିଓ, ପିଓ, ଜେଇ ମାନେ ନଜର ରଖିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । You Can Read:ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଞ୍ଜୀକରଣ କରିସାରିଲେଣି ୩୫ ଲକ୍ଷ ଲୋକ : ପଞ୍ଚାୟତିରାଜ ମନ୍ତ୍ରୀ
ଭୁବନେଶ୍ବର ୧୩।୫: ରାଜ୍ୟରେ ପାନୀୟ ଜଳର ସଙ୍କଟ । ପାନୀୟ ଜଳ ଚିନ୍ତାଜନକ ବିଷୟ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ କହିଛନ୍ତି । ବିଭିନ୍ନ ଅଞ୍ଚଳର ନଦୀ ନାଳ ଶୁଖି ଯାଇଛି । ଗତବର୍ଷ କମ୍ ବର୍ଷା ହୋଇଛି । ଏଥର ସରକାରଙ୍କ ତରଫରୁ ଚାଷୀଙ୍କୁ ଇନ୍ପୁଟ୍ ସବସିଡି ୩୧୦୦ ଟଙ୍କା ଦିଆଯାଇଛି । ଚାଷୀ ଏହି ଅର୍ଥରେ ଧାନ ଚାଷ କଲେ । ଚାଷ ପାଇଁ ନଦୀ ନାଳରୁ ପାଣି ଆସିଛି । ଯେଉଁଥି ପାଇଁ ଜଳସ୍ତର କମିଯାଇଛି । ଗ୍ରାଉଣ୍ଡ ଓ୍ବାଟର ରିଚାର୍ଜ ଆବଶ୍ୟକତା ରହିଛି । ନଳକୂପରୁ ବି ପାଣି ବାହାରୁନାହିଁ । ୧୦ ହଜାର ୬ ଶହଟି ନଳକୂପ ଖୋଳା ସରିଛି । ଖୋଳିବା ପାଇଁ ଯନ୍ତ୍ରାଂଶ ଅଭାବ ଅଛି ।
ସେପଟେ ପାନୀୟ ଜଳର ଅଭାବ ଅଛି । ସରପଞ୍ଚଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେଉଁଠି ଜଳାଭାବ ଥିବ ସେଠାରେ ଜଳ ଯୋଗାଇ ଦେବେ । ବିଡିଓ, ପିଓ, ଜେଇ ମାନେ ନଜର ରଖିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
You Can Read:
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଞ୍ଜୀକରଣ କରିସାରିଲେଣି ୩୫ ଲକ୍ଷ ଲୋକ : ପଞ୍ଚାୟତିରାଜ ମନ୍ତ୍ରୀ