ନଦୀ ପଠାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ପ୍ରେମିକ ହତ୍ୟାକରି ଫିଙ୍ଗିଦେଇଥିବା ଅଭିଯୋଗ
ଭୁବନେଶ୍ବର ୮।୪: ପ୍ରେମିକାକୁ ହତ୍ୟା କରି ଫିଙ୍ଗିଦେଲା ଯୁବକ । ରାଜଧାନୀରେ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ନଦୀପଠାରୁ ମୃତଦେହ ଜବତ ହୋଇଛି । ମୃତଦେହକୁ ଫିଙ୍ଗିଦେଇ ଚମ୍ପଟ ମାରିଥିଲା ପ୍ରେମିକ । ମୃତ ଯୁବତୀ ହେଲେ ଗଞ୍ଜାମ ହିଞ୍ଜିଳିକାଟୁ ଅଞ୍ଚଳର । ୪ ମାସ ତଳୁ ପ୍ରେମିକ ସହ ଘରୁ ପଳାଇ ଆସିଥିଲେ ଯୁବତୀ । ପ୍ରେମିକ ସହ ତିନି ଜଣଙ୍କୁ ଅଟକ ରଖିଲା ଧଉଳି ଥାନା ପୋଲିସ । ମୃତଦେହକୁ ନଷ୍ଟ କରିବାକୁ ଯାଉଥିବା ବେଳେ ବାଇକ୍ରୁ ପଡିଗଲେ । ପରେ ବାଇକ୍ ସହ ଯୁବତୀଙ୍କ ମୃତଦେହ ଛାଡି ପଳାଇଥିଲେ । ସାଇଣ୍ଟିଫିକ୍ ଟିମ୍ ଜରିଆରେ ତଦନ୍ତ କରୁଛି ଧଉଳି ଥାନା ପୋଲିସ । You Can Read :ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ପ୍ରଭାସ ସିଂହ
ଭୁବନେଶ୍ବର ୮।୪: ପ୍ରେମିକାକୁ ହତ୍ୟା କରି ଫିଙ୍ଗିଦେଲା ଯୁବକ । ରାଜଧାନୀରେ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ନଦୀପଠାରୁ ମୃତଦେହ ଜବତ ହୋଇଛି । ମୃତଦେହକୁ ଫିଙ୍ଗିଦେଇ ଚମ୍ପଟ ମାରିଥିଲା ପ୍ରେମିକ । ମୃତ ଯୁବତୀ ହେଲେ ଗଞ୍ଜାମ ହିଞ୍ଜିଳିକାଟୁ ଅଞ୍ଚଳର । ୪ ମାସ ତଳୁ ପ୍ରେମିକ ସହ ଘରୁ ପଳାଇ ଆସିଥିଲେ ଯୁବତୀ ।
ପ୍ରେମିକ ସହ ତିନି ଜଣଙ୍କୁ ଅଟକ ରଖିଲା ଧଉଳି ଥାନା ପୋଲିସ । ମୃତଦେହକୁ ନଷ୍ଟ କରିବାକୁ ଯାଉଥିବା ବେଳେ ବାଇକ୍ରୁ ପଡିଗଲେ । ପରେ ବାଇକ୍ ସହ ଯୁବତୀଙ୍କ ମୃତଦେହ ଛାଡି ପଳାଇଥିଲେ । ସାଇଣ୍ଟିଫିକ୍ ଟିମ୍ ଜରିଆରେ ତଦନ୍ତ କରୁଛି ଧଉଳି ଥାନା ପୋଲିସ ।
You Can Read :