ନଦୀ ରେ ଗୋଡ଼ ଖସି ଜଣେ ମୃତ

  ନଦୀ ରେ ଗୋଡ଼ ଖସି ଜଣେ ମୃତ ଲକ୍ଷ୍ମୀପୁର ୨୫/୧୧- ନାରାୟଣପାଟଣା ଝଞ୍ଜାବତୀ ନଦୀକୁ ଗାଧୋଇବାକୁ ଯାଇ ଗୋଡ଼ ଖସିଯିବାରୁ ଜଣେ 35 ବର୍ଷୀୟ ମୃତ୍ୟୁ ବରଣ କରିଥିବା ଜଣାଯାଇଛି I  ସୂଚନା ଅନୁଯାୟୀ ନାରାୟଣପାଟଣା ର ଅନଳ ମହାନନ୍ଦିଆ ନାମକ ବିବାହିତ ଯୁବକ ଝଞ୍ଜାବତୀ ନଦୀର ସତୀଖାଲ ନିକଟରେ ଗାଧୋଇବାକୁ ଯାଇ ମୃତ୍ଯୁ ବରଣ କରିଛନ୍ତି I କୂଳରେ ମୃତକଙ୍କ ଡ୍ରେସ , ଜୋତା ଇଦ୍ୟାଦି ପଡ଼ିରହିଥିଲା, ସନ୍ଦେହ ଆସିବାରୁ ଅଗ୍ନିଶମ ବିଭାଗ କୁ […] The post ନଦୀ ରେ ଗୋଡ଼ ଖସି ଜଣେ ମୃତ appeared first on Odisha.News.

ନଦୀ ରେ ଗୋଡ଼ ଖସି ଜଣେ ମୃତ

  ନଦୀ ରେ ଗୋଡ଼ ଖସି ଜଣେ ମୃତ
ଲକ୍ଷ୍ମୀପୁର ୨୫/୧୧- ନାରାୟଣପାଟଣା ଝଞ୍ଜାବତୀ ନଦୀକୁ ଗାଧୋଇବାକୁ ଯାଇ ଗୋଡ଼ ଖସିଯିବାରୁ ଜଣେ 35 ବର୍ଷୀୟ ମୃତ୍ୟୁ ବରଣ କରିଥିବା ଜଣାଯାଇଛି I  ସୂଚନା ଅନୁଯାୟୀ ନାରାୟଣପାଟଣା ର ଅନଳ ମହାନନ୍ଦିଆ ନାମକ ବିବାହିତ ଯୁବକ ଝଞ୍ଜାବତୀ ନଦୀର ସତୀଖାଲ ନିକଟରେ ଗାଧୋଇବାକୁ ଯାଇ ମୃତ୍ଯୁ ବରଣ କରିଛନ୍ତି I କୂଳରେ ମୃତକଙ୍କ ଡ୍ରେସ , ଜୋତା ଇଦ୍ୟାଦି ପଡ଼ିରହିଥିଲା, ସନ୍ଦେହ ଆସିବାରୁ ଅଗ୍ନିଶମ ବିଭାଗ କୁ ଖବର ଦିଆଯାଇଥିଲା, ପରେ ଅଗ୍ନିଶ୍ରମ ବିଭାଗ ଦ୍ୱାରା ମୃତ ଶରୀର କୁ ନଦି ରୁ ଉଦ୍ଧାର କରାଯାଇଛି I ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଥିବା ବେଳେ ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି I

The post ନଦୀ ରେ ଗୋଡ଼ ଖସି ଜଣେ ମୃତ appeared first on Odisha.News.