ନଦୀକୁ ଡେଇଁ ଯୁବକ ନିଖୋଜ
କେନ୍ଦ୍ରାପଡା : ଲୁଣ ନଦୀକୁ ଡେଇଁ ଯୁବକ ନିଖୋଜ I କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ବସପୁର ଠାରେ ନଦୀକୁ ଡ଼େଇଁଛନ୍ତି ଯୁବକ I ଯୁବକ ଜଣଙ୍କ ନାରୀଲୋ ଗାଁର ଲକି ସ୍ୱାଇଁ I ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ସହିତ ପୋଲିସ ପହଞ୍ଚି ଖୋଜାଖୋଜି ଜାରି ରଖିଛି I