ନଦୀରେ ବୁଡି ୨ ନିଖୋଜ, ୫ ସାଙ୍ଗ ଆସିଥିଲେ ଗାଧୋଇବାକୁ

ସାଲେପୁର : କଟକ ଜିଲ୍ଲା ସାଲେପୁର ନିକଟ  ଜଲହରି ଗ୍ରାମ ଚିତ୍ରୋତ୍ପଳା ନଦୀକୁ ପାଞ୍ଚ ଜଣ ସାଙ୍ଗ ଗାଧୋଇବାକୁ ବାକୁ ଆସିଥିବା ବେଳେ ଦୁଇ ଜଣ ନିଖୋଜ ହୋଇଯାଇଛନ୍ତି । ତେବେ ତିନି ଜଣ ବୁଡି ଯିବାରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ସାଲେପୁର ଦମକଳ  ଓ ଓଡ୍ରଫ ଟିମ୍ ର ଖୋଜା ଖୋଜି ଜାରି ରହିଛି । ସୂଚନା ମୁତାବକ, ଆଜି ଦିନ ତିନିଟା ସମୟରେ ସାଲେପୁର ମିର୍ଜାପୁର ଅଞ୍ଚଳର ୫ ଜଣ ସାଙ୍ଗ ଚିତ୍ରୋପଲା […] The post ନଦୀରେ ବୁଡି ୨ ନିଖୋଜ, ୫ ସାଙ୍ଗ ଆସିଥିଲେ ଗାଧୋଇବାକୁ appeared first on KNews Odisha.

ନଦୀରେ ବୁଡି ୨ ନିଖୋଜ, ୫ ସାଙ୍ଗ ଆସିଥିଲେ ଗାଧୋଇବାକୁ
boat

ସାଲେପୁର : କଟକ ଜିଲ୍ଲା ସାଲେପୁର ନିକଟ  ଜଲହରି ଗ୍ରାମ ଚିତ୍ରୋତ୍ପଳା ନଦୀକୁ ପାଞ୍ଚ ଜଣ ସାଙ୍ଗ ଗାଧୋଇବାକୁ ବାକୁ ଆସିଥିବା ବେଳେ ଦୁଇ ଜଣ ନିଖୋଜ ହୋଇଯାଇଛନ୍ତି । ତେବେ ତିନି ଜଣ ବୁଡି ଯିବାରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ସାଲେପୁର ଦମକଳ  ଓ ଓଡ୍ରଫ ଟିମ୍ ର ଖୋଜା ଖୋଜି ଜାରି ରହିଛି ।

ସୂଚନା ମୁତାବକ, ଆଜି ଦିନ ତିନିଟା ସମୟରେ ସାଲେପୁର ମିର୍ଜାପୁର ଅଞ୍ଚଳର ୫ ଜଣ ସାଙ୍ଗ ଚିତ୍ରୋପଲା ନଦୀରେ ଗାଧୋଇଥିବା ସମୟରେ ଗଣ୍ଡରେ ପଶି ୨ ଜଣ ନିଖୋଜ ହୋଇଯାଇଛନ୍ତି । ତେବେ ଅନ୍ୟ   ତିନି ଜଣ ବର୍ତ୍ତୀ ଯାଇଛନ୍ତି ।  ସନ୍ଧ୍ୟା ହୋଇ ଥିଲେ ସୁଦ୍ଧା ଓଡ଼୍ରଫ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ନିଖୋଜ ଦୁଇଜଣ ହେଲେ ମିର୍ଜା ପୁର କାନ ପୁର ଗାଁ ର ଜିସାନ ଖାଁ  ଓ ରିହାନ ଖାଁ ।

The post ନଦୀରେ ବୁଡି ୨ ନିଖୋଜ, ୫ ସାଙ୍ଗ ଆସିଥିଲେ ଗାଧୋଇବାକୁ appeared first on KNews Odisha.