ବାଙ୍ଗିରିପୋଷି ଷ୍ଟେସନରେ ମାଲଗାଡ଼ି ଲାଇନଚ୍ୟୁତ

ବାଙ୍ଗିରିପୋଷି : ଷ୍ଟେସନରେ ମାଲଗାଡ଼ି ଲାଇନଚ୍ୟୁତ । ବାଙ୍ଗିରିପୋଷି ଷ୍ଟେସନରେ ଲାଇନଚ୍ୟୁତ ହୋଇଛି ମାଲବାହୀ ଟ୍ରେନ । ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ପାଇଁ ମାଲ ନେଇ ଆସିଥିବା ବେଳେ ରେଳ ଧାରଣାରୁ ଖସିଛି ଟ୍ରେନ । ଟ୍ରେନର ହୁଇଲ ଛିଣ୍ଡି ଯିବା ଯୋଗୁଁ ଗୋଟିଏ ଡବା ରେଲ ଧାରଣାରୁ ତଳକୁ ଖସିଛି । ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ଜଣାପଡ଼ିଛି । The post ବାଙ୍ଗିରିପୋଷି ଷ୍ଟେସନରେ ମାଲଗାଡ଼ି ଲାଇନଚ୍ୟୁତ appeared first on KNews Odisha.

ବାଙ୍ଗିରିପୋଷି ଷ୍ଟେସନରେ ମାଲଗାଡ଼ି ଲାଇନଚ୍ୟୁତ
train

ବାଙ୍ଗିରିପୋଷି : ଷ୍ଟେସନରେ ମାଲଗାଡ଼ି ଲାଇନଚ୍ୟୁତ । ବାଙ୍ଗିରିପୋଷି ଷ୍ଟେସନରେ ଲାଇନଚ୍ୟୁତ ହୋଇଛି ମାଲବାହୀ ଟ୍ରେନ । ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ପାଇଁ ମାଲ ନେଇ ଆସିଥିବା ବେଳେ ରେଳ ଧାରଣାରୁ ଖସିଛି ଟ୍ରେନ । ଟ୍ରେନର ହୁଇଲ ଛିଣ୍ଡି ଯିବା ଯୋଗୁଁ ଗୋଟିଏ ଡବା ରେଲ ଧାରଣାରୁ ତଳକୁ ଖସିଛି । ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ଜଣାପଡ଼ିଛି ।

The post ବାଙ୍ଗିରିପୋଷି ଷ୍ଟେସନରେ ମାଲଗାଡ଼ି ଲାଇନଚ୍ୟୁତ appeared first on KNews Odisha.