ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ୍ ଉପରକୁ ଗୁଳିମାଡ

ଖୋର୍ଦ୍ଧା: ଟ୍ରେନ ଉପରକୁ ଗୁଳିମାଡ। ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ ଉପରକୁ ଗୁଳିମାଡ । ଭଦ୍ରକ ଓ ବାଉଦପୁର ସେକ୍ସନ ମଝିରେ ନନ୍ଦନକାନନ ଏକ୍ସପ୍ରେସର ଗାର୍ଡ ବଗି ଉପରକୁ ଗୁଳିମାଡ ହୋଇଥିବା ସୂଚନା ମିଳିଛି। ଗୁଳି ମାଡରେ ଗାର୍ଡ ବଗିର ୱିଣ୍ଡୋ କାଚ ଭାଙ୍ଗି ଯାଇଛି। ଜଟଣୀ ଷ୍ଟେସନରେ ଟ୍ରେନ ପହଞ୍ଚିଲାପରେ ରେଳ ସୁରକ୍ଷାବଳ ସହ ଅନ୍ୟ ପୁଲିସ ଟ୍ରେନର ତନାଘନା ଆରମ୍ଭ କରିଛନ୍ତି।

78